୪ ନଭେମ୍ବର, ଆଜିର ରାଶିଫଳ

ରାଶିଫଳ

ମେଷ – ବୈବାହିକ ଜୀବନରେ ସୁଧାର ଆସିବ । ବ୍ୟବସାୟରେ ଲାଭ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ – ଅନାବଶ୍ୟକ ଚିନ୍ତା ଘାରିବ । ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଘିଅ ଖାଇ ଘରୁ ବାହାରନ୍ତୁ ।

ମିଥୁନ – ସମ୍ପତିଜନିତ ବିବାଦର ସମାଧାନ ହେବ । ସମ୍ପର୍କରେ ସମସ୍ଯା ଦୂର ହେବ । ଆର୍ଥିକ ଲାଭ ମିଳିବ ।

କର୍କଟ – ମାନ-ସମ୍ମାନ ପ୍ରାପ୍ତି ହେବ । ଧନ ଲାଭ ହେବ । ଘରକୁ ଅତିଥି ଆସିପାରନ୍ତି ।

ସିଂହ – ଶିକ୍ଷା କ୍ଷେତ୍ରରେ ଅନୁକୂଳ ଫଳ ମିଳିବ । ଆର୍ଥିକ ଲାଭ ହେବ । କଥାବାର୍ତ୍ତା ରେ ସଂଯମ ରକ୍ଷା କରନ୍ତୁ ।

କନ୍ୟା – ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଧନାହାନି ପ୍ରତି ଧ୍ୟାନ ଦିଅନ୍ତୁ । ଖାଦ୍ୟ ପଦାର୍ଥ ଦାନ କରନ୍ତୁ ।

ତୁଳା – ଖାଦ୍ୟ- ପାନୀୟ ଉପରେ ଧ୍ୟାନ ରଖନ୍ତୁ । ଯାତାୟାତ କମ କରନ୍ତୁ । ସନ୍ତାନ ପକ୍ଷରୁ ସୁଖ ମିଳିବ ।

ବିଛା – ଯାତାୟାତ ଅଧିକ କରିବାକୁ ପଡିପାରେ । ଚାକିରିରେ ପରିବର୍ତ୍ତନ ଦେଖାଦେବ । ଦାୟିତ୍ଵ ବଢିପାରେ ।

ଧନୁ – କୌଣସି ନିଷ୍ପତି ନେଲାବେଳେ ସାବଧାନ ରୁହନ୍ତୁ । ଖାଦ୍ୟ- ପାନୀୟ ଉପରେ ଧ୍ୟାନ ରଖନ୍ତୁ । ସୁଗନ୍ଧିତଦ୍ରବ୍ୟ ବ୍ୟବହାର କରନ୍ତୁ ।

ମକର – ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ଧନାହାନି ପ୍ରତି ଧ୍ୟାନ ରଖନ୍ତୁ । ହନୁମାନ ଚାଳିଶା ପାଠ କରନ୍ତୁ ।

କୁମ୍ଭ – ଯାତାୟାତ ଅଧିକ କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଧନର ସ୍ଥିତି ସଠିକ ରହିବ ।

ମୀନ – ଚାକିରିରେ ପରିବର୍ତ୍ତନ ଓ ସୁଧାର ଆସିବ । କଥାବାର୍ତ୍ତରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ରାଶିଫଳ

ପଢନ୍ତୁ, ଭୁବନେଶ୍ୱରରେ ଆରମ୍ଭ ହେଲା ଜୁମ୍‌କାର୍‌ ସେବା, ଭଡା ଗାଡିକୁ ନିଜେ ଚଲାଇ ପାରିବେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More