News

ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଘୋଷଣା: ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା

୫ ଲକ୍ଷ ନୂଆ ମଧୁବାବୁ ପେନସନ, ୪୦ ହଜାର କଳାକାର ଭତ୍ତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପୂର୍ବରୁ ଆଉ ଏକ ଘୋଷଣା। ଆଉ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ହିତାଧିକାରୀ। ସେହିଭଳି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ମାସିକ ୧୨ ଶହ ଟଙ୍କା ସହାୟତା ପ୍ରଦାନ କରାଯିବ। ଏଥିସହ କଳାକାର ସହାୟତା ଯୋଜନାରେ ୪୦ହଜାର କଳାକାର ଉପକୃତ ହେବେ। ବୁଧବାର ସଚିବାଳୟଠାରେ ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

cm

ଉଲ୍ଲେଖଯୋଗ୍ୟ,ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରଜ୍ୟ ସରକାର ବୟସ୍କ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଘୋଷଣା କରିଥିବା ବିରୋଧି ଅଭିଯୋଗ କରିଛନ୍ତି।

ପଢନ୍ତୁ; ଇସ୍ତଫା ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

Related posts

ଏଞ୍ଜେଲ ପ୍ରିୟା ଜଣା ପଡିଯିବ ନୁଖୁରି ସାହୁ ବୋଲି ଜାଣନ୍ତୁ କିପରି ଆସିଲା ନୂଆ ନିୟମ

Jitendra

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

ENO Beuro

ଦଳିତ ପ୍ରସଙ୍ଗରେ କଂଗ୍ରେସକୁ ମୋଦିଙ୍କ ସମାଲୋଚନା, କହିଲେ ଆମ୍ବେଦକରଙ୍କୁ ନେଇ ରାଜନୀତି ହେବା ଅନୁଚିତ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More