LIFESTYLE

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ସକାଳ ପୂଜାରେ ମନକୁ ଅପାର ଶାନ୍ତି ମିଳିଥାଏ ଓ ପୁରା ଦିନ ଆନନ୍ଦରେ ବିତିଥାଏ । କୁହାଯାଏ କି ସକାଳ ପୂଜାରେ ବହୁତ ମହତ୍ଵ ଥାଏ । ସବୁ ଠିକଠାକ୍ କଲା ପରେ ବି ଯଦି ଆପଣଙ୍କ ମନ ଅଶାନ୍ତ ରହୁଛି ,ତାହେଲେ ଏହାର ଅର୍ଥ ଯେ ଆପଣଙ୍କ ପୂଜାରେ କେଉଁଠି ନା କେଉଁଠି କିଛି ଭୁଲ୍ ରହିଯାଉଛି ।ତେଣୁ  ପୂଜା କଲାବେଳେ ସେହି ଭୁଲକୁ ନଦୋହରାଇବା ପାଇଁ କିଛି ନିୟମ ଆପଣଙ୍କ ପାଇଁ ।

ପ୍ରତିଦିନ ପୂଜା କଲା ବେଳେ ଏହି ନିୟମକୁ ମାନନ୍ତୁ

  •  କେବେ ବି ଷ୍ଟିଲର ପାତ୍ରକୁ ପୂଜାରେ ବ୍ୟବହାର କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟରେ ଷ୍ଟିଲକୁ ଅଶୁଦ୍ଧ ଧରାଯାଏ ।
  • ସ୍ନାନ ନକରି ତୁଳସି ପତ୍ରକୁ ସ୍ପର୍ଶ କରନାହିଁ । ଶାସ୍ତ୍ର ଅନୁସାରେ ଯଦି କେହି ସ୍ନାନ ପୂର୍ବରୁ ତୁଳସି ପତ୍ରକୁ ଛିଣ୍ଡାଇଥାଏ ,ଭଗବାନ ପୂଜା ସ୍ୱୀକାର କରିନଥାନ୍ତି ।
  • ଘରେ ପୂଜା କରିବା ବେଳେ ସକାଳ-ସନ୍ଧ୍ୟାରେ ଦୀପ ଜଳାଇବା ଉଚିତ୍ ।  ଶନିବାର ଦିନ ଏକ ଦୀପ ଘିଅର ଓ ଅନ୍ୟ ଏକ ଦୀପ ଶନିଦେବଙ୍କ ନାଁରେ ସୋରିଷ ତେଲରେ ଜଳାଇବା ଉଚିତ୍ ।
  • କୈାଣସି ମନୋକାମନା ପୂର୍ଣ୍ଣ ହେବା ହେଲେ ଦକ୍ଷିଣା ଅବଶ୍ୟ ଦିଅନ୍ତୁ ।
  • ଆଲମୁନିୟମରେ ତିଆରି ପାତ୍ରରେ କେବେ ବି ଗଙ୍ଗାଜଳ ରଖିବା ଉଚିତ୍ ନୁହେଁ । କାରଣ ଏହା ଅପବିତ୍ର ବୋଲି ଧରାଯାଏ । ଗଙ୍ଗାଜଳକୁ ତମ୍ବା ପାତ୍ରରେ ରଖିବା ଶୁଭ ଅଟେ ।

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ worishp god

ପଢନ୍ତୁ ;

ଏସ୍‌ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିବିଶେଷଙ୍କ ସ୍ୱଭାବ କିପରି ଜାଣନ୍ତୁ

Related posts

କଣ ଆପଣ ପିଉଛନ୍ତି କି କମ ପାଣି ହୋଇପାରେ ଅସୁବିଧା ଜାଣନ୍ତୁ କିପରି କରିବେ

Jitendra

ଲିଭର୍ ସମସ୍ୟା ହୋଇଛି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ସବୁ ଜୁସ

Krishna Kumar Manoj

ସୁନ୍ଦର ତ୍ୱଚା ଓ କେଶ ପାଇଁ ଅଦା ବେଶ ଉପଯୋଗୀ,ଆସନ୍ତୁ ଜାଣିବା ଅଦାର ଉପକାରିତା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More