LIFESTYLE

ରୋଗରୁ ମୁକ୍ତି ପାଇବାକୁ ଚାହୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ଜୀବନଶୈଳୀରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଲୋକମାନେ ବିଭିନ୍ନ ରୋଗରେ  ଶିକାର ହୋଇଥାନ୍ତି । ବର୍ତ୍ତମାନ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇବାକୁ ଲାଗିଛି । ଯାହା କାରଣରୁ ସହଜରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି। ତେବେ ଆସନ୍ତୁ ଜାଣିବା ଏହି ୫ଟି  ଟିପ୍ସ, ଯାହା ଦ୍ଵାରା ଆପଣ ସହଜରେ ରୋଗରେ ଆକ୍ରାନ୍ତ ହୋଇପାରିବେ ନାହିଁ ।

ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ଦୀର୍ଘ ଦିନ ଧରି ଏକ ସୁସ୍ଥ ଓ ବଳିଷ୍ଠ ଜୀବନ ବଂଚିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରତିଦିନ ଘଣ୍ଟାଏ  ବ୍ୟାୟାମ କିମ୍ବା ଯୋଗ କରିବାର ଅଭ୍ୟାସ ରଖିବା ଉଚିତ ।

ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇଥାନ୍ତି । ମାତ୍ର ଏହି ସମସ୍ୟା ମଣିଷକୁ ଭିତରେ ଭିତରେ ମାରି ଦେଇଥାଏ । ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ଏଭଳି ସମସ୍ୟାରୁ ନିଜକୁ ସବୁବେଳେ ଦୂରେଇ ରୁହନ୍ତୁ ।

ସବୁଦିନ ପାଇଁ ସୁସ୍ଥ ରହିବାକୁ ହେଲେ ଆପଣ କରୁଥିବା ଡାଇଟ୍ ଉପରେ ଧ୍ୟାନ ଦେବା ଉଚିତ । ଏଥିପାଇ ସବୁବେଳେ ଖାଦ୍ୟରେ ଉପଯୁକ୍ତ ପରିମାଣର ପୌଷ୍ଟକ ଆହାର ସେବନ କରିବା ଉଚିତ ।

କମଜୋରି ବା ଦୁର୍ବଳତା ଅନୁଭବ କରୁଥିଲେ ବାହାରକୁ ନ ଯାଇ ଘରେ ବିଶ୍ରାମ ନେବା ଉଚିତ । ଯଦି ଏହି ସମୟରେ ବାହାରକୁ ଯାନ୍ତି ତେବେ ଏହା ଆପଣଙ୍କ ପାଇଁ ବିପଦର କାରଣ ହୋଇଥାଏ ।

ରୋଗରୁ ମୁକ୍ତି ପାଇବାପାଇଁ କେବଳ ଯେ ଆଖପାଖ ପରିବେଶକୁ ସଫା ରଖିବା ଦରକାର ତାହାନୁହେଁ ବରଂ ଏହାସହ ନିଜ ଶରୀରକୁ ମଧ୍ୟ ସଫା ରଖିବା ଅତ୍ୟନ୍ତ ଜରୁରୀ ଅଟେ । ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ହାତକୁ ଭଲଭାବରେ ସଫା କରି ଖାଇବା ଉଚିତ ।

ପଢନ୍ତୁ ;

ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ଆସନ୍ତୁ ଜାଣିବା ଭ୍ରମଣ ସମୟରେ ଅର୍ଥକୁ କିପରି ସୁରକ୍ଷିତ ରଖିବେ

ENO Beuro

ଏହି ସବୁ ଗୁଣ ଥିବା ଝିଅଙ୍କୁ ଭୁଲରେ ବି ବିବାହ କରନ୍ତୁ ନାହିଁ

ENO Beuro

ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ ଉପକାରିତା ବିଷୟରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More