ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଏବେ ସବୁ ମୋବଇଲର ବଡ ସାମସ୍ୟା ବ୍ୟାଟେରି । ଅଧିକାଂଶ ସମୟରେ ଏମିତି ହୋଇଥାଏ କି ଫୋନର ବ୍ୟାଟେରି ବହୁତ ଜଲଦି ସରି ଯାଇଥାଏ । ଯାହା ଦ୍ଵାରା ଆମେ ମାନେ ବହୁତ ଅସୁବିଧାରେ ପଡିଥାଉ । ତେବେ ଚାର୍ଜିଂ ସମୟରେ ଏହି ୫ଟି କଥା ଉପରେ ନଜର ଦେଲେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

ଚାର୍ଜିଂ ସମୟରେ ଏହି ୫ ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ବ୍ୟାଟେରି ଫୁଲ୍ ଚାର୍ଜ ହୋଇଯିବା ପରେ କିଛି ଲୋକ ପ୍ଲଗ ରୁ ବାହାର କରନ୍ତି ନାହିଁ  । ଯାହାକି ଭଲ ନୁହଁ । କାରଣ ଏହା ଦ୍ଵାରା ବ୍ୟାଟେରି ଖରାପ ହୋଇଥାଏ । ତେଣୁ ଫୋନର ବ୍ୟାଟେରି ଚାର୍ଜ ହେବା ପରେ ଯଦି ଅପଣ ଫୋନକୁ ଚାର୍ଜରୁ ନ କାଢନ୍ତି ,ତେବେ ଏହାର ପ୍ରଭାବ ଫୋନର ବ୍ୟାଟେରି ଉପରେ ହିଁ ପଡିଥାଏ ।

ଫୋନର ବ୍ୟାଟେରିକୁ ୧୦୦ ପ୍ରତିଶତ ଚାର୍ଜ ହେବା ପୂର୍ବରୁ ମୋବାଇଲ କୁ ପ୍ଲଗରୁ ଅଲଗା କରି ଦିଅନ୍ତୁ । କାରଣ ଲିଥିୟମ ଆଇରନ ବ୍ୟାଟେରି ସମ୍ପୂର୍ଣ ଭାବେ ଚାର୍ଜ ହେବା ପରେ ଏହା ଭଲ କାମ ଦେଇଥାଏ । ଏହା ଦ୍ଵାରା ଅଧିକ ପ୍ରେସର ପଡି ନ ଥାଏ ।

ଜିପିଏସ ଆପ ଗୁଡିକ ବନ୍ଦ ରଖନ୍ତୁ । ଯେତେବେଳେ ଆବଶ୍ୟକ ପଡିବ ସେ ସମୟରେ ଅପଣ ଏହି ଆପ ଗୁଡିକ ବ୍ୟବହାର କରିବେ । କାରଣ ଏହି ଆପୋ ଗୁଡିକରେ ଅଧିକ ବ୍ୟାଟେରି ଖର୍ଚ ହୋଇଥାଏ ।

ସବୁବେଳେ ମୋବାଇଲ ଚାର୍ଜ କରନ୍ତୁ ନାହିଁ । ଆବଶ୍ୟକ ପଡିଲେ ହିଁ ଚାର୍ଜ କରନ୍ତୁ । ମୋବାଇଲର ବ୍ୟାଟେରି ୧୦ ପ୍ରତିଶତ ହେଲେ ଚାର୍ଜ କରନ୍ତୁ । ମାତ୍ର ବ୍ୟାଟେରି ରେଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ।

ମୋବାଇଲକୁ ଗରମ ସ୍ଥାନରେ ରଖନ୍ତୁ ନାହିଁ । ଅଧିକାଂଶ ସମୟରେ ଆପଣ ନୋଟିସ କରିଥିବେ କି ମୋବାଇଲ ଚାର୍ଜ କଲା ପରେ ଗରମ ହୋଇ ଯାଇଥାଏ । ତେଣୁ ଫୋନ କୁ କୌଣସି ଗରମ ସ୍ଥାନରେ କିମ୍ବା ଡିଭାଇସ ଉପରେ ରଖି ଚାର୍ଜ କରନ୍ତୁ ନାହିଁ ।

ପଢନ୍ତୁ ;

ଗ୍ରୀଷ୍ମ ଦିନରେ ପ୍ରଚୁର ପାଣି ପିଇବା ଦ୍ଵାରା ଅମକୁ କେଉଁ ରୋଗରୁ ମୁକ୍ତି ମିଳେ ଜାଣନ୍ତୁ ?

ଫୋନର ବ୍ୟାଟେରିକୁ ୧୦୦ ପ୍ରତିଶତ ଚାର୍ଜ ହେବା ପୂର୍ବରୁ ମୋବାଇଲ କୁ ପ୍ଲଗରୁ ଅଲଗା କରି ଦିଅନ୍ତୁ - 92%

92%

ସବୁବେଳେ ମୋବାଇଲ ଚାର୍ଜ କରନ୍ତୁ ନାହିଁ - 91%

91%
91.5%

Excellent!

ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଏବେ ସବୁ ମୋବଇଲର ବଡ ସାମସ୍ୟା ବ୍ୟାଟେରି । ଅଧିକାଂଶ ସମୟରେ ଏମିତି ହୋଇଥାଏ କି ଫୋନର ବ୍ୟାଟେରି ବହୁତ ଜଲଦି ସରି ଯାଇଥାଏ । ଯାହା ଦ୍ଵାରା ଆମେ ମାନେ ବହୁତ ଅସୁବିଧାରେ ପଡିଥାଉ । ତେବେ ଚାର୍ଜିଂ ସମୟରେ ଏହି ୫ଟି କଥା ଉପରେ ନଜର ଦେଲେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

No Votes Yet

You're not rated yet