EnewsOdia.Com

ଓୟୁଏଟିରେ 5-T ସଚିବ ଭି.କେ ପାଣ୍ଡିୟାନ

ଓୟୁଏଟିରେ 5-ଟି ସଚିବ । ଆଜି ସକାଳୁ ଅଚାନକ ଓୟୁଏଟି  ଗସ୍ତ କରିଛନ୍ତି 5-ଟି ଭି.କେ ପାଣ୍ଡିଆନ୍‌ । ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟର ବିକାଶ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଛାତ୍ରାବାସ ମଧ୍ୟ ବୁଲି ଦେଖିଛନ୍ତି । ଛାତ୍ରାବାସର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ବିଶ୍ୱବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ବି ପରାମର୍ଶ ଦେଇଥିଲେ ଫାଇଭ-ଟି ସଚିବ ।

ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ: ଶିଶୁଭବନରେ ଭର୍ତ୍ତି ହେଲା ତୃତୀୟ ବିରଳ ନବଜାତ ଶିଶୁପୁତ୍ର

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି

Ratnamani Maharana

୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ଝଡବର୍ଷା

Ratnamani Maharana

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

ଶିଶୁଭବନରେ ଭର୍ତ୍ତି ହେଲା ତୃତୀୟ ବିରଳ ନବଜାତ ଶିଶୁପୁତ୍ର

Ratnamani Maharana

କମିଛି ଥଣ୍ଡା, ୨୨ ଯାଏଁ ଘନ କୁହୁଡି

Ratnamani Maharana

ଓଭରୱେଟ ଯୋଗୁ ଉଡ଼ିପାରୁ ନ ଥିଲା ପେଚା, ଦୁଇ ସପ୍ତାହ Dietରେ ରହିଲା

Ratnamani Maharana