POLITICALS

୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ ଜିଲ୍ଲାପାଳ

ଗତକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମତଦାନ କାର୍ଯ୍ୟରେ ଅବହେଳା  ଯୋଗୁଁ ୬ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ବରଗଡ ଜିଲ୍ଲାପାଳ  ସେମାନଙ୍କୁ ନିଲମ୍ବିତ କରିଛନ୍ତି।

ବୁଥ୍ ନଂ ୬୮ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ବୁଥ୍ ନଂ ୨୩୫ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ବୁଥ୍ ନଂ ୧୬ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ, ପ୍ରିଜାଇଡିଂ ଅଫିସର ରେଶମ ସେଟ୍ଟି ପୋଟଟାଏଙ୍କୁ  ନିଲମ୍ବନ କରାଯାଇଛି ।

ପଢନ୍ତୁ: ପାକିସ୍ତାନକୁ ଝଟ୍‌କା ଦେଲା ଭାରତ: ପାକିସ୍ତାନକୁ ସୀମା ପାର ବାଣିଜ୍ୟ କାରବାର ବନ୍ଦ

Related posts

ପଦ୍ମ ଧରିବେ ଅପରାଜିତା ଷଡ଼ଙ୍ଗୀ !

ENO Beuro

ସାର୍‌ ନୁହେଁ, ମତେ ରାହୁଲ୍‌ ଡାକ: ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜର ଝିଅମାନଙ୍କୁ କହିଲେ ରାହୁଲ

Ratnamani Moharana

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

Leave a Comment