ଆସନ୍ତୁ ଜାଣିବା ପୁରୁଷ ମାନଙ୍କ ବିଷୟରେ ୬ଟି ରହସ୍ୟମୟ କଥା

ମହିଳା ଚାହାନ୍ତି ତାଙ୍କର ଜୀବନସାଥୀ ତାଙ୍କୁ ଭଲ ଭାବରେ ବୁଝନ୍ତୁ, ସେହିପରି ପୁରୁଷ ବି ଚାହାନ୍ତି ତାଙ୍କ ସହ ଯୋଡି ହୋଇଥିବା ସବୁ ଛୋଟ ବଡ କଥାକୁ ମହିଳା ବୁଝିବାପାଇଁ ଚେଷ୍ଟା କରନ୍ତୁ । ଏକ ମଜଭୁତ ସମ୍ପର୍କର ମୂଳଦୁଆ, ଭଲ ବୁଝାମଣା ଓ ବିଶ୍ୱାସ ଉପରେ ନିର୍ଭର କରେ ।କିଛି ଏପରି କଥା ଥାଏ ଯାହା ମହିଳାଙ୍କୁ ଜଣା ନଥାଏ । ମହିଳାମାନେ ଦାବି କରନ୍ତି କି ସେମାନେ ତାଙ୍କ ଜୀବନସାଥୀକୁ ଅଧିକ ଭଲ ଭାବେ ବୁଝନ୍ତି, କିନ୍ତୁ ଅଧିକାଂଶ ପୁରୁଷ ନିଜର କିଛି ଅଭ୍ୟାସକୁ ସମସ୍ତଙ୍କ ଠାରୁ ଲୁଚାଇ ରଖନ୍ତି ।

ପୁରୁଷଙ୍କୁ କଷ୍ଟ ହୁଏନି , ଯଦି ଆପଣ ଏପରି ଚିନ୍ତା କରୁଛନ୍ତି, ତେବେ ଏହା ଆପଙ୍କ ଭୁଲ ଧାରଣା । କଷ୍ଟ ସମସ୍ତଙ୍କୁ ହୁଏ । ପୁରୁଷ ନିଜର ଭାବନାକୁ ଶୀଘ୍ର  ପ୍ରକାଶ କରନ୍ତି ନାହିଁ, ଏଥିପାଁଇ ଆପଣଙ୍କୁ ଲାଗେ ତାଙ୍କୁ ଦୁଃଖ ଲାଗୁନି । କିନ୍ତୁ ଏପରି ଭାବିବା ଭୁଲ ।

ମହିଳାମାନେ ଭାବନ୍ତି ୯୮ ପ୍ରତିଶତ ପୁରୁଷ ଆଡଲ୍ଟ ସିନେମା ଦେଖିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ସେମାନେ ସବୁବେଳେ ଆଡଲ୍ଟ ସିନେମା ଦେଖନ୍ତି ନାହିଁ । ପୁରୁଷ ନିଜ ଭାବନାକୁ ବ୍ୟକ୍ତ କରିବାରେ ସଙ୍କୋଚ ବୋଧ କରନ୍ତି । ସେମାନେ ବି କାନ୍ଦନ୍ତି କିନ୍ତୁ ଏକୁଟିଆ କିମ୍ବା ନିଜର କେହି ଖାସ ବନ୍ଧୁୁଙ୍କ ସାମ୍ନାରେ । ଏମିତିରେ ଯଦି ଆପଣ ଭାବୁଛନ୍ତି କି ପୁରୁଷ ମାନେ କାନ୍ଦନ୍ତି ନାହିଁ, ତେବେ ଏହା ଆପଣଙ୍କ ଭୁଲ ଧାରଣା ।

ଯଦି ଆପଣ ବି ଆପଣଙ୍କ ଜୀବନସାଥୀର ଥାଳିରୁ ଉଠାଇ କିଛିି ଖାଉଛନ୍ତି, ତେବେ ଏଇଠି କହି ରଖୁଛୁ ମହିଳାଙ୍କ ଏପରି ଅଭ୍ୟାସକୁ ପୁରୁଷ ପସନ୍ଦ କରନ୍ତି ନାହିଁ ।ଆପଣଙ୍କ ଜୀବନସାଥୀ ଯେତେ ଖୁଲା ବିଚାରର ହୋଇଥିଲେ ମଧ୍ୟ ସେମାନେ ଅନ୍ୟ ପୁରୁଷଙ୍କ ବିଷୟରେ ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ ।

ଭିଡିଓ ଗେମ ଖେଳୁଥିବା ସମୟରେ, ଖବରକାଗଜ ପଢ଼ୁଥିବା ସମୟରେ, ଟିଭି ଦେଖୁଥିବା ସମୟରୁ କିମ୍ବା ବହି ପଢ଼ିିବା ସମୟରେ କିମ୍ବା କ୍ରିକେଟ ଖେଳ ଦେଖିବା ସମୟରେ କୌଣସି ପ୍ରକାର ଗୋଳମାଳ ପୁରୁଷଙ୍କୁ ପସନ୍ଦ ନୁହଁ ।

ପଢନ୍ତୁ ;

ଘୁଞ୍ଚିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା,ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ

ପୁରୁଷଙ୍କୁ କଷ୍ଟ ହୁଏନି , ଯଦି ଆପଣ ଏପରି ଚିନ୍ତା କରୁଛନ୍ତି, ତେବେ ଏହା ଆପଙ୍କ ଭୁଲ ଧାରଣା । - 4.4

87%

ମହିଳାମାନେ ଭାବନ୍ତି ୯୮ ପ୍ରତିଶତ ପୁରୁଷ ଆଡଲ୍ଟ ସିନେମା ଦେଖିବା ପାଇଁ ପସନ୍ଦ କରନ୍ତି । - 4.7

93%
4.5/5

Very Good!

ଆସନ୍ତୁ ଜାଣିବା ପୁରୁଷ ମାନଙ୍କ ବିଷୟରେ ୬ଟି ରହସ୍ୟମୟ କଥା

ମହିଳା ଚାହାନ୍ତି ତାଙ୍କର ଜୀବନସାଥୀ ତାଙ୍କୁ ଭଲ ଭାବରେ ବୁଝନ୍ତୁ, ସେହିପରି ପୁରୁଷ ବି ଚାହାନ୍ତି ତାଙ୍କ ସହ ଯୋଡି ହୋଇଥିବା ସବୁ ଛୋଟ ବଡ କଥାକୁ ମହିଳା ବୁଝିବାପାଇଁ ଚେଷ୍ଟା କରନ୍ତୁ । ଏକ ମଜଭୁତ ସମ୍ପର୍କର ମୂଳଦୁଆ, ଭଲ ବୁଝାମଣା ଓ ବିଶ୍ୱାସ ଉପରେ ନିର୍ଭର କରେ ।କିଛି ଏପରି କଥା ଥାଏ ଯାହା ମହିଳାଙ୍କୁ ଜଣା ନଥାଏ । ମହିଳାମାନେ ଦାବି କରନ୍ତି କି ସେମାନେ ତାଙ୍କ ଜୀବନସାଥୀକୁ ଅଧିକ ଭଲ ଭାବେ ବୁଝନ୍ତି, କିନ୍ତୁ ଅଧିକାଂଶ ପୁରୁଷ ନିଜ କିଛି ଅଭ୍ୟାସକୁ ସମସ୍ତଙ୍କ ଠାରୁ ଲୁଚାଇ ରଖନ୍ତି ।

No Votes Yet

You're not rated yet