LIFESTYLE

ଏହି ଲୋକଙ୍କ ଆଗରେ ନିଜର ଗୁପ୍ତାକଥା କୁହନ୍ତୁ ନାହିଁ

ଜୀବନରେ ଏପରି କିଛି ଗୁପ୍ତକଥା ରହିଥାଏ ଯାହା କିଛି ଲୋକଙ୍କ ସହ ଆଲୋଚନା କରିବା ଦ୍ୱାରା ଅସୁବିଧା ରେ ଆପଣ ପଡି ପାରନ୍ତି । ମହାଭାରତରେ ମଧ୍ୟ ଏହି କଥା ର ଉଲ୍ଳେଖ ରହିଛି କି କେଉଁ କେଉଁ ବ୍ୟକ୍ତିଙ୍କର ସମୁଖରେ ନିଜର ଗୁପ୍ତକଥାକୁ ପ୍ରକାଶ କରିବା ଉଚିତ ନୁହେଁ ।

ନିଜର ଗୁପ୍ତାକଥା ପ୍ରକାଶ କରନ୍ତୁ ନାହିଁ

ମୂର୍ଖ ଲୋକଙ୍କୁ ନିଜ ଗୁପ୍ତ କଥା କହିବା ଉଚିତ ନୁହେଁ  । କାରଣ ମୂର୍ଖ ଲୋକେ ଏହା ଜାଣି ପାରନ୍ତି ନାହିଁ କି ଗୁପ୍ତ କଥା କେଉଁଠାରେ ପ୍ରକାଶ କରିବା ଉଚିତ । କାରଣ ମୂର୍ଖ ଲୋକେ ନିଜ ଶତ୍ରୁ ସମୁଖରେ ମଧ୍ୟ ଏହି ଗୁପ୍ତ କଥା କହି ପାରନ୍ତି ।

ପିଲାଙ୍କୁ କେବେ ହେଲେ ଏହି କଥା ର ଜ୍ଞାନ ରହି ନ ଥାଏ କି କେଉଁ କଥା କେଉଁଠାରେ ଆଲୋଚନା କରିବା ଉଚିତ ଏବଂ କେଉଁଠି ଅନୁଚିତ । ତେଣୁ ପିଲାମାନେ ନିଜ ଘର ର ଗୁପ୍ତ କଥା କୁ ବାହାରେ କହିଦେଇପାରନ୍ତି ।

ଯଦି ଆପଣ ଇର୍ଷାପରାଯଣ ବ୍ୟକ୍ତି ଙ୍କ ସହ ନିଜ ର ଗୁପ୍ତ କଥାକୁ ସେୟାର କରିଥାନ୍ତି ସେ ସେହି ଈର୍ଷାପରାୟଣ ବ୍ୟକ୍ତି ଏହି ଗୁପ୍ତ କଥା ଆପଣଙ୍କର ଶତ୍ରୁ ସମୁଖରେ କହିପାରେ ।

ଏପରି ତ କିଛି ମହିଳାଙ୍କର ଚଂଚଳ ସ୍ଵଭାଵ ତାଙ୍କ ପେଟ ରେ କିଛି କଥା ରହିବାକୁ ଦିଏ ନାହିଁ । ଖାସ କରିକି ସଂମାନ ସହ ଜଡିତ କିଛି ବି କଥା ଏହି ବ୍ୟକ୍ତିଙ୍କ ସହ ଆଲୋଚନା କରିବା ଉଚିତ ନୁହେ ।

ଅତ୍ୟଧିକ ଊତ୍ସହିତ ବ୍ୟକ୍ତିଙ୍କ ସହ ମଧ୍ୟ ନିଜର କୌଣସି ଗୁପ୍ତ କଥା ଆଲୋଚନା କରନ୍ତୁ ନାହିଁ  । ଏହା ଦ୍ୱାରା ସେ କେଉଁ ସମୟ ରେ ବି ଅତ୍ୟଧିକ ଊତ୍ସହିତ ସହ ଆପଣଙ୍କ ଗୁପ୍ତ କଥାକୁ ଅନ୍ୟ କାହା ସମୁଖରେ ପ୍ରକାଶ କରି ପାରନ୍ତି ।

ଯେଉଁ ବ୍ୟକ୍ତି ମାନେ ଖରାପ କାମରେ ଲିପ୍ତ ରହିଥାନ୍ତି ତାଙ୍କ ସହ ଭୁଲରେ ବି ନିଜ ର ଗୁପ୍ତ କଥା ଆଲୋଚନା କରିବା ଉଚିତ ନୁହେଁ ।

ଏହି ଲୋକଙ୍କ ଆଗରେ ନିଜର ଗୁପ୍ତାକଥା କୁହନ୍ତୁ ନାହିଁ Never share personal information 1
ପଢନ୍ତୁ ;

ସାଓମୀ ଓ ରିଲାଏନ୍ସ ଜିଓର ଅଫର : ରେଡ୍‌ମି କିଣିଲେ ଜିଓର ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌

Related posts

ବର୍ଷା ଦିନେ କେଉଁ ଜିନିଷ ଖାଇବା ଉଚିତ ଏବଂ ଅନୁଚିତ ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ସବୁବେଳେ ଚିନ୍ତାଗ୍ରସ୍ତ/ ବିଷାଦଗ୍ରସ୍ତ ରହୁଛନ୍ତି କି?ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More