Entertainment

ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ-୨୦୧୯

Ff

ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଚଳଚିତ୍ର ଉତ୍ସବ ପୁରସ୍କାର ଘୋଷଣା ହୋଇଛି। ସବୁ ବର୍ଷ ଏପ୍ରିଲ ମାସରେ ଏହି ଉତ୍ସବ ଆୟୋଜନ ସହ ପୁରସ୍କାର ଘୋଷଣା ହୋଇଥାଏ। ତେବେ ଚଳିତବର୍ଷ ସାଧାରଣ ନିର୍ବାଚନ ଯୋଗୁ ଜାତୀୟ ଚଳଚିତ୍ର ଉତ୍ସବ ଆୟୋଜନରେ ବିଳମ୍ବ ହୋଇଥିଲା। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ୬୬ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା ହୋଇଛି। ଆସନ୍ତୁ ଜାଣିବାକୁ କାହାକୁ ମିଳିଛି କେଉଁ ପୁରସ୍କାର ।

Film Final 750x398

ବେଷ୍ଟ ପପୁଲାର ଫିଲ୍ମ- ବଧାଇ ହୋ

ବେଷ୍ଟ ଫିଚର୍‌ ଫିଲ୍ମ- ହେଲାରୋ(ଗୁଜୁରାଟୀ)

ବେଷ୍ଟ ଅଭିନେତ୍ରୀ- କିର୍ତ୍ତୀ ସୁରେଷ (ମହାନତୀ, ତେଲୁଗୁ)

ବେଷ୍ଟ ଆକ୍ଟର- ଆୟୁଷ୍ମାନ ଖୁରାନା ( ଅନ୍ଧାଧୁନ୍‌) ଏବଂ ଭିକି କୌଶଲ (ଉରୀ)

ବେଷ୍ଟ ଡାଇରେକ୍ଟର- ଆଦିତ୍ୟ ଧର (ଉରୀ)

ବେଷ୍ଟ ଡେବ୍ୟୁ ଡାଇରେକ୍ଟର- ସୁଧାକର ରେଡ୍ଡୀ

ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ- ସୁରେଖା ସିକରୀ (ବଧାଇ ହୋ)

ବେଷ୍ଟ ମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର- ଅରଜିତ୍‌ ସିଂହ (ପଦ୍ମାବତ୍‌)

ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର- ବିନ୍ଦୁ ମାଳିନୀ(କନ୍ନଡ)

ବେଷ୍ଟ ମ୍ୟୁଜିକ୍‌ ଡାଇରେକ୍ଟର- ସଞ୍ଜୟ ଲୀଳା ଭଂଶାଳି (ପଦ୍ମାବତ୍‌)

ବେଷ୍ଟ ହିନ୍ଦୀ ଫିଚର୍‌ ଫିଲ୍ମ- ଅନ୍ଧାଧୁନ୍‌ କୁ ମିଳିଛି।

 

ତେବେ ସାମାଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍‌ମ୍ୟାନ୍‌’ ଶ୍ରେଷ୍ଠ ଫିଲ୍ମ ପାଇଁ ମନୋନୀତ ହୋଇଥିବାବେଳେ ‘ବଧାଇ ହୋ’କୁ ସବୁଠାରୁ ଲୋକପ୍ରିୟ ଫିଲ୍ମ ପୁରସ୍କାର ମିଳିଛି।

ପଢନ୍ତୁ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କଲେ ଆମେରିକା,ଚୀନ୍‌, ଋଷ୍‌

Related posts

ରିଲିଜ ହେଲା କୁନି ଝିଅ ପୂର୍ବୀ ପ୍ରଧାନଙ୍କ କଣ୍ଠରେ ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

Ratnamani Moharana

ଫିଲ୍ମ ଫ୍ରାଇଡେରେ ରିଲିଜ୍‌ ହେଲା ଫନ୍ନେ ଖାଁ, ମୁଲ୍କ ଏବଂ କାରୱାଁ

ENO Beuro

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

ENO Beuro

Leave a Comment