News

ସର୍ଭେ: ଅଯୋଧ୍ୟାରେ ରାମ ମନ୍ଦିର ସପକ୍ଷରେ ୬୯% ଲୋକ

ram

ଲୋକସଭା ନିର୍ବାଚନ ଆଉ କିଛି ମାସ ଥିଲାବେଳେ ଏଥିରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହେବ ବୋଲି ମନେ ହେଉଛି। ଏକ ସର୍ଭେ ରୁ ଜଣାପଡିଛି ଯେ ଭାରତର ୬୯% ଲୋକ ଅଯୋଧ୍ୟାର ବିବାଦୀୟ ସ୍ଥାନର ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ଚାହାନ୍ତି।

ram

୨୨ ପ୍ରତିଶତ ଲୋକ ମନ୍ଦିର ସ୍ଥାପନକୁ ବିରୋଧ କରୁଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସହମତି ଭିତ୍ତିରେ ଏହା ନିର୍ମାଣ ହେଉ ବୋଲି ଦେଶର ଜନତା ଚାହୁଁଥିବା ରିପୋର୍ଟ ଦର୍ଶାଯାଇଛି। ଏକ ଖବର ସରବାରହ ସଂସ୍ଥା ପକ୍ଷରୁ ରାମ ମନ୍ଦିର ନିର୍ମାଣ ନେଇ ଏକ ସର୍ଭେ କରାଯାଇଥିଲା।

ଏହା ଛଡା ୯ ପ୍ରତିଶତ ଲୋକ ରାମମନ୍ଦିର ନିର୍ମାଣ ସପକ୍ଷରେ କିମ୍ବା ବିପକ୍ଷରେ ନାହାନ୍ତି । ଦେଶର ୫୮ ପ୍ରତିଶତ ଲୋକ କହିଛନ୍ତି ସୁପ୍ରିମ କୋର୍ଟର ନିଷ୍ପତି ପରେ ରାମ ମନ୍ଦିର ନିର୍ମାଣ କରିବା ଉଚିତ ।

ପଢନ୍ତୁ; ନବୀନଙ୍କ ଦମ୍ଭୋକ୍ତି: ଭୋଟରେ ବିଜେଡି ବହୁତ ଭଲ କରିବ

Related posts

ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ENO Beuro

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା

ENO Beuro

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଙ୍କ ଅରୁଣାଞ୍ଚଳ ଗ୍ରସ୍ତ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବନାହିଁ : ଚୀନ

ENO Beuro

Leave a Comment