HOROSCOPES

୬ ନଭେମ୍ବର, ରାଶିଫଳ

ମେଷ – ମାନ-ସମ୍ମାନ ମିଳିବ । ବ୍ୟବସାୟରେ ଲାଭ ହେବ । ବାହନ କିଣିବା ଯୋଗ ଅଛି ।

ବୃଷ – ସମ୍ପତି ପ୍ରାପ୍ତିର ଯୋଗ ରହିଛି । ଚାକିରିରେ ମନ ଚାହୁଁଥିବା ସଫଳତା ମିଳିବ । ଧନ ପ୍ରାପ୍ତି ହେବ ।

ମିଥୁନ – ଥଣ୍ଡା ସର୍ଦ୍ଦି ହୋଇପାରେ । ଚାକିରିରେ ସମସ୍ୟାଠୁ ଦୂରେଇ ରହିଲେ ଭଲ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ – କ୍ୟାରିୟରରେ ପରିବର୍ତ୍ତନ ଆସିବ । ନୂତନ ସମ୍ପତି କିଣାକିଣି କରିପାରନ୍ତି । ଧନ ପ୍ରାପ୍ତି ହେବ ।

ସିଂହ – ବେଶୀ ଯାତାୟାତ କରିବାକୁ ପଡିପାରେ । ଉଚ୍ଚାଧିକାରୀମାନଙ୍କ ସହଯୋଗ ମିଳିବ । ସନ୍ତାନପକ୍ଷଙ୍କ ଉନ୍ନତି ହେବ ।

କନ୍ୟା – ଯାତ୍ରାର ଯୋଗ ରହିଛି । ଚାକିରିରେ ସୁଧାର ଆସିବ । ଅଚାନକ ଧନ ପ୍ରାପ୍ତି ହେବ ।

ତୁଳା – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ମିଶ୍ରି ଖାଇ ଘରୁ ବାହାରନ୍ତୁ ।

ବିଛା – ମୋକଦ୍ଦମାରେ ବିଜଯ ପ୍ରାପ୍ତି ହେବ । ସମ୍ପର୍କଜନିତ ସମସ୍ୟା ଦୂର ହେବ । କ୍ୟାରିୟର ବାବଦରେ ମନ ଚାହୁଁଥିବା ମିଳିବ ।

ଧନୁ – ପ୍ରେମ ସମ୍ପର୍କରେ ସମସ୍ୟା ଉପୁଜିପରେ । ମାନ-ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ । ଥଣ୍ଡା ସର୍ଦ୍ଦିରୁ ଦୂରେଇ ରୁହନ୍ତୁ ।

ମକର – ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ବିବାହ ମାମଲାରେ ସଫଳତା ମିଳିବ । ଅଚାନକ ଧନ ପ୍ରାପତିହେବା ।

କୁମ୍ଭ – କ୍ୟାରିୟର ମାମଲାରେ କୌଣସି ପରିବର୍ତ୍ତନ କରଟୁ ନାହିଁ । ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ।

ମୀନ – ମାନ-ସମ୍ମାନ ପ୍ରାପ୍ତି ହେବ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ।

ରାଶିଫଳ

ପଢନ୍ତୁ, ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

Related posts

ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

ENO Beuro

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More