VASTU

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୭ଟି ଉପାୟ ଅବଲମ୍ବନ କରନ୍ତୁ

ବାସ୍ତୁଶାସ୍ତ୍ର ଆମ ଜୀବନର ଗୋଟେ ଅଂଶ । ବାସ୍ତୁଶାସ୍ତ୍ର ବିଜ୍ଞାନ ଅନୁସାରେ ସକରାତ୍ମକ ଉର୍ଜା ରହିଲେ ଆପଣକ ପ୍ରଗତି ହେବ ଓ ଆପଣ ଖୁସି ରେ ରହିବେ ଯଦି ନକରାତ୍ମକ ଉର୍ଜା ରହେ ଆପଣ କ ଜୀବନ ଦୁର୍ବିସହ ହୋଇପଡେ ଓ ଆପଣଙ୍କ ବୈବାହିକ ଜୀବନରେ ଏହାର କୁ ପ୍ରଭାବ ପଡେ।

ବାସ୍ତୁଶାସ୍ତ୍ର ଅନୁସାରେ ଅଭିବାହିତ ପୁଅ ମାନେ ଦକ୍ଷିଣ ଦକ୍ଷିଣ -ପଶ୍ଚିମକୁ ମୁହଁ କରିକି ଶୁଅନ୍ତୁ ନାହିଁ  ।ଏହା ଦ୍ଵାରା ବିଭାଅ ବାଧା ଆସେ ଓ ଭଲ ପ୍ରସ୍ତାବ ଆସେ ନାହିଁ ।କଳା ରଙ୍ଗର ଡ୍ରେସ ପିନ୍ଧାନ୍ତୁ ନାହିଁ କି କାହାର ଜିନିଷ ବେବହାର କରନ୍ତୁ ନାହିଁ ।ଆପଣ ବିଛଣାରେ ଶୋଇବା ସମୟରେ ଗୋଡକୁ ଉତ୍ତର ଓ ମୁଣ୍ଡ କୁ ଦକ୍ଷିଣ ଦିଗ କୁ ରାଖୀ ଶୁଆନ୍ତୁ।

pic

ଯେଉଁ ଘରେ ଗୋଟେ ରୁ ଅଧିକ କବାଟ ଅଛି ସେ ଘରେ ବିଭାଅ ଯୋଗ୍ୟ ପୁଅ ଶୋଇଲେ ଭଲ ପ୍ରସ୍ତାପ ଆସେ ଓ ଯେଉଁ ଘରେ ଆଲୋକ ,ପବନ କମ ଯାଏ ସେ ଘରେ ଅବିଭାଇତ ପୁଅ ଶୋଇବା ଅନୁଚିତ।ଆପଣଙ୍କ ଘରର ରଙ୍ଗ କଳା ନ ହେବ ଦରକାର ,କାନ୍ଥର ରଙ୍ଗ ଗୋଲାପି ଓ ନାଲି ହେଲେ ଶୁଭ ମାନଯାଏ ।

ଶୋଇବା ଘରେ ଅମିତି ଜାଗା ରେ ଶୁଅନ୍ତୁ ନାହିଁ ଯେଉଁ ଜାଗାରେ ବିମ ଟଙ୍ଗା ଯାଇଥିବା ଦେଖା ଯାଏ । ଯଦି ଆପଣଙ୍କ ଘରେ ଆଉ କିଏ ଶୋଉଛନ୍ତି ତେବେ ତାଙ୍କ ବିଛଣା କବାଟ ପାଖରେ ଲଗାଇ ଶୁଅନ୍ତୁ ।

ପଢନ୍ତୁ ;ଅମୀର ଖାନ୍‌ଙ୍କ ନୂଆ ଡ୍ରିମ ପ୍ରୋଜେକ୍ଟ ,ମହାଭାରତ

Related posts

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

ENO Beuro

ଦରିଦ୍ରତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ ଲଗାଇବା ଦ୍ୱାରା ମିଳିଥାଏ ଲାଭ ! ଆସନ୍ତୁ ଜାଣିବା ଏହା ବିଷୟରେ

ENO Beuro

1 comment

Leave a Comment