News

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା

ଟିଭି ସିରିଏଲ୍‌ରେ ଏକ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା ଜଣଙ୍କ। ମୃତକ ବାଳିକାଙ୍କୁ ୭ ବର୍ଷ ହୋଇଥିଲା। ସେମାନେ କୋଲକାତାର ଇଚ୍ଛାପୁର ଅଞ୍ଚଳରେ ବାସ କରନ୍ତି। ମାଆ ଘରକୁ ଫେରି ଛାତରୁ ସ୍କାର୍ଫରେ ଝୁଲିଥିବା ଝିଅରକୁ ଦେଖିବା ପରେ ଖବର ଲୋକଲୋଚନକୁ ଆସିଥିଲ। ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ଝିଅଟିର ମା ବାପାଙ୍କ କହିବା ଅନୁଯାୟୀ,“ସେ ପ୍ରାୟ ସମୟରେ ଟିଭି ସରିଏଲ୍‌ରେ ଦେଖାଯାଉଥିବା ସିନ୍‌ଗୁଡ଼ିକୁ ଅନୁକରଣ କରୁଥିଲା। କିନ୍ତୁ ଏହାର ପରିଣତି ଏମିତି ହେବ ବୋଲି ଆମେ କେବେ ଭାବି ନଥିଲୁ।”

ତେବେ ପ୍ରଥମ ଥର ପାଇଁ ଏମିତି ଅଘଟଣ ଘଟିନାହିଁ। ଗତବର୍ଷ ନଭେମ୍ବର ମାସରେ ଜଣେ ୭ ବର୍ଷର ଝିଅ ଟିଭିରେ ଦେଖାଉଥିବା ସିନ୍‌କୁ ଅନୁକରଣ କରି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ନିକଟରେ ମିରଟ୍‌ର ଜଣେ ୮ବର୍ଷର ଝିଅ ଏକ ପପୁଲାର୍‌ କ୍ରାଇମ୍‌ ଶୋ’ ଦେଖି ଫାଶୀ ଲଗାଇ ଦେଇଥିଲେ।

ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା ସିରିଏଲ୍‌ରେ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରି ଜୀବନ ହାରିଲେ ବାଳିକା girl

ପଢନ୍ତୁ; ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ଏହି ଫଳ! ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

Related posts

କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ

Krishna Kumar Manoj

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

Krishna Kumar Manoj

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More