News

ସୁକମାରେ ଗୁଳି ବିନିମୟ, ୮ ମାଓବାଦୀ ନିହତ

sukuma

ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ଆରମ୍ଭ ହୋଇଥିବା ଅପରେସନ୍‌କୁ ଜୋର ଦାର କରାଯାଇଛି । ମାଲକାନିଗିରି ସୀମାକୁ ଲାଗିଥିବା ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ସକଲାର ଗାଁରେ ଗୁଳିବିନିମୟ ସମୟରେ ୮ ଜଣ ନକ୍ସଲ ଟଳି ପଡ଼ିଥିବାବେଳେ ୨ ଡିଆର୍‌ଜି ଯବାନ ଶହୀଦ ହୋଇଛନ୍ତି।

sukuma

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ , ସୋମବାର ସକାଳୁ ଡିଆରଜି ଓ ପୁଲିସର ଏକ ଦଳ ମିଳିତ ଭାବରେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ହଠାତ୍ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଏହି ସମୟର ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୮ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ଅପରେସନ୍‌ରେ ସାମିଲ ଅଛନ୍ତି ଛତିଶଗଡ଼ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବା ଡିଆର୍‌ଜି ଓ ସ୍ପେଶାଲ୍‌ ଟାକ୍ସ ଫୋର୍ସ ବା ଏସ୍‌ଟିଏଫ୍‌ ।

ପଢନ୍ତୁ; ଉଦଘାଟନ ହେଲା ୩୫ ମଡେଲ ଥାନା

Related posts

ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି

ENO Beuro

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ENO Beuro

କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

ENO Beuro

Leave a Comment