EnewsOdia.Com

୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୩୧ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। କେନ୍ଦ୍ର‌ାପଡ଼ାର ମାର୍ଶାଘାଇ, କୋରୁଅ, ମହାକାଳପଡ଼ା, ଲୁଣା ଅଞ୍ଚଳରେ ସକାଳ ୮ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସର୍ବାଧିକ ୯ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିବ।

ସେହିଭଳି ପାହାଳ, ନଖରା, ବାଲିଅନ୍ତା ଅଞ୍ଚଳରେ ସକାଳ ୯ଟାରୁ ଅପରାହ୍‌ଣ ସାଢ଼େ ୧ଟା ପର୍ଯ୍ୟନ୍ତ, ଢେଙ୍କାନାଳର ରାଶୋଳ ଓ କଳିଙ୍ଗ ଅଞ୍ଚଳରେ ସକାଳ ୯ଟାରୁ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ ବୋଲି ସେସୁ ପକ୍ଷରୁଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ପଢନ୍ତୁ:  ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି

ସମ୍ବନ୍ଧିତ ଖବର

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana

ଗଞ୍ଜେଇ ଓ ଗପିବା ଲାଗି ମୋବାଇଲ ଦାବିରେ ଜେଲ୍‌ରେ ଅନଶନ

Ratnamani Maharana

ମେଡିକାଲ ବୁଲୁଛନ୍ତି କିନ୍ତୁ ଗୁହାରି ଶୁଣିବାକୁ ସମୟ ନାହିଁ ପାଣ୍ଡିୟାନଙ୍କୁ !

Ratnamani Maharana

ଓଡିଶା ମୁହାଁ ଆଉ ଏକ ବାତ୍ୟା

Ratnamani Maharana

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana