Loading...

ନଅ ବର୍ଷରେ ମୋଦି ସରକାର

ନଅ ବର୍ଷରେ ମୋଦି ସରକାର

ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍‌ଘାଟନ ହୋଇପାରେ।

ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍‌ଘାଟନ ହୋଇପାରେ। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ’ର ଶେଷ ସପ୍ତାହରେ ଉଦ୍‌ଘାଟନ କରିପାରନ୍ତି, ହେଲେ ଏ ପର୍ଯ୍ୟନ୍ତ ସରକାରୀ ଘୋଷଣା କରାଯାଇନାହିଁ। ଏହି ନୂତନ ସଂସଦ ଭବନ ପାଇଁ ମାର୍ଶଲ ଏବଂ କର୍ମଚାରୀଙ୍କ ପାଇଁ ଏକ ନୂଆ ଡ୍ରେସ୍‌ ରହିବ। ଏହି ନୂତନ ୟୁନିଫର୍ମ ଏନ୍‌ଆଇଏଫଟି ଦ୍ୱାରା ଡିଜାଇନ କରାଯାଇଛି । ଏହା ସହିତ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାରି ମହଲା ସଂସଦ ଗୃହରେ ୧୨୨୪ ଏମ୍‌ପିଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.