ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
କରୋନା ଟିକା ନିମନ୍ତେ ଆଧାରକାର୍ଡ ଭଳି ପରିଚୟ ପତ୍ରକୁ ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଛି। ତେବେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ବୈଧ ପ୍ରମାଣପତ୍ର ନଥିବା ୯୧ଲକ୍ଷ ନାଗରିକଙ୍କୁ ଏହି ଟିକା ଦିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି।
କରୋନା ଟିକା ନିମନ୍ତେ ଆଧାରକାର୍ଡ ଭଳି ପରିଚୟ ପତ୍ରକୁ ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଛି। ତେବେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ବୈଧ ପ୍ରମାଣପତ୍ର ନଥିବା ୯୧ଲକ୍ଷ ନାଗରିକଙ୍କୁ ଏହି ଟିକା ଦିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟରେ ଜବାବ ରଖି ସରକାର କହିଛନ୍ତି ଯେ ବିନା ପରିଚୟପତ୍ରରେ ୭୭ ଲକ୍ଷ ଲୋକ ପ୍ରଥମ ପାନ ଟିକା ନେଇଥିବାବେଳେ ୧୪.୫୫ ଲକ୍ଷ ସମ୍ପୂର୍ଣ୍ଣ ଦୁଇଟି ପାନ ଟିକା ନେଇଛନ୍ତି। ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ସୂର୍ଯ୍ୟ କାନ୍ତ ଓ ବିକ୍ରମ ନାଥଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ପୀଠ କହିଛନ୍ତି ଯେ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ୪.୮୨ଲକ୍ଷ ଲୋକ ବିନା ପରିଚୟପତ୍ରରେ ଟିକା ନେଇଛନ୍ତି। ଦେଶରେ କରୋନାର ତୃତୀୟ ଲହର ପାର ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ ପ୍ରଜାତି ଯୋଗୁଁ ଦେଶରେ ଆରମ୍ଭ ହୋଇଥିବା ତୃତୀୟ ଲହର ଏହାର ଶିଖର ଅତିକ୍ରମ କରିସାରିଲାଣି। ଶିଖର ଛୁଇଁବା ପରେ ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।