EnewsOdia.Com

ହସପିଟାଲରୁ ଘରକୁ ଯାଉଥିବା ଜଣେ ୯୧ ବର୍ଷିୟା ମହିଳା କଲେ ଜବରଦସ୍ତ ଡ୍ୟାନ୍ସ

ବହୁତ ଦିନ ଧରି ମେଡିକାଲରେ ରହିବା ପରେ ଘରକୁ ଯିବାର ଯେଉଁ ଖୁସି ଥାଏ, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ୯୧ ବର୍ଷିୟା ମହିଳା। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ୯୧ ବର୍ଷ ମହିଳାଙ୍କ ପାଖରେ ବୟସ ହାର ମାନିଛି। ତାଙ୍କ ଯୋଶ୍‌ ଆଗରେ ବୟସକୁ ଗୁଳି ମାରିଛନ୍ତି ସେ।

ଏହି ୯୧ ବର୍ଷିୟା ବୟଷ୍କ ମହିଳାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ପୂରା ବ୍ଲାଷ୍ଟ କରୁଛି। ଭିଡିଓରେ ଜଣେ ମହିଳା ଯିଏ କି ବୟସରେ ଏକଦମ ଶେଷ ସୀମାରେ ଅଛନ୍ତି ସେ ଏମିତି ଡ୍ୟାନ୍ସ କରୁଛନ୍ତି ତାଙ୍କୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

୯୧ ବର୍ଷିୟା ଜୁଲିଆ ବହୁତ ଦିନ ହେବ ଫିଜିଓଥେରାପୀ ସେଣ୍ଟରରେ ନିଜର ଚିକିତ୍ସା କରାଉଥିଲେ, ସେ ନିଷ୍ପତ୍ତି ନେଲେ ଯେ ସେ ନିଜର ଚାଲିବା ଷ୍ଟାଇଲକୁ ଡ୍ୟାନସିଙ୍ଗରେ ରିପ୍ଲେସ କରାଇବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମହିଳା ବହୁତ ଦିନ ଧରି ଚାଲି ପାରୁନଥିଲେ, ଫିଜିଓଥେରାପୀ ପରେ ସେ ଏମିତି ଡ୍ୟାନ୍ସ କରି ମେଡିକାଲ କତ୍ତୃପକ୍ଷଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରାଇଦେଇଛନ୍ତି।

ପଢନ୍ତୁ:  କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର

କରୋନାଭାଇରସ୍‌ରେ ସଂକ୍ରମିତ ବ୍ରିଟିସ୍‌ ସ୍ୱାସ୍ଥ୍ୟମନ୍ତ୍ରୀ

Ratnamani Maharana

ଫୋନ୍ ପେ ପେମେଣ୍ଟ ଆପ୍ ବନ୍ଦ, ୟେସ ବ୍ୟାଙ୍କ ସହ ଥିଲା ସଂଯୋଗ

Ratnamani Maharana

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

୨୨ରେ ୪ ନିର୍ଭୟା ଦୋଷୀଙ୍କୁ ମିଳିନପାରେ ଫାଶୀ

Ratnamani Maharana

ବିରଳ ମକା ଫଳାଇଲେ ଆନ୍ଧ୍ରପଦେଶର ଦୁଇ କୃଷକ

Ratnamani Maharana

ପାକିସ୍ତାନ ପାର୍ଲାମେଂଟରେ ଖୋଲିବ ବିୟୁଟି ପାର୍ଲର

Ratnamani Maharana