HOROSCOPES

୯ ନଭେମ୍ବର , ଗୁରୁବାର – ରାଶିଫଳ

ରାଶିଫଳ

୯ ନଭେମ୍ବର , ଗୁରୁବାର – ରାଶିଫଳ

ମେଷ – ଆଘାତ ଲାଗିପରେ । ଚାକିରିରେ ସମସ୍ୟା ଉପୁଜିପରେ । ହଳଦିଆ ଶୋରିଷ ଖାଇ ଘରୁ ବାହାରନ୍ତୁ ।

ବୃଷ – ପୁରୁଣା ଇଚ୍ଛା ପୂରଣ ହେବ । ଅଚାନକ ଯାତ୍ରା କରିବାକୁ ପଡିପାରେ । କ୍ୟାରିୟର ମାମଲାରେ ଗମ୍ଭୀର ହୋଇପାରନ୍ତି ।

ମିଥୁନ – ନୂତନ ସମ୍ପତି କ୍ରୟ କରିପାରନ୍ତି । ଜୀବନ ଓ ଚାକିରିରେ ନୂତନ ସୁଯୋଗ ମିଳିବ । ପରିବାରରେ ତାଳମେଳ ବିଗିଡି ପରେ ।

କର୍କଟ – ସ୍ଵାସ୍ଥ୍ୟରେ ସୁଧାର ଆସିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଚାକିରିରେ ବଦଳି ହୋଇପାରେ ।

ସିଂହ – ପରିବାରରେ ବିବାଦ ହୋଇପାରେ । ଚାକିରିରେ ସମସ୍ଯା ଦେଖାଦେବ । କଦଳୀ ଦାନ କରନ୍ତୁ ।

କନ୍ୟା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ସମସ୍ୟା ଓ ଚାପ ବଢିବ । ଉତ୍ସାହ ବୃଦ୍ଧି ହେବ ।

ତୁଳା – ଧନ ପାଇଁ ହେଉଥିବା ସମସ୍ୟା ଦୂର ହେବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ଅଧିକ ଯାତାୟାତ କରିବାକୁ ପଡିବ ।

ବିଛା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ । ଚାକିରିରେ ଲାଭ ମିଳିବ । ମାତା- ପିତାଙ୍କ ସହଯୋଗ ପ୍ରାପ୍ତି ହେବ ।

ଧନୁ – ଗୃହରେ ଦାୟିତ୍ଵ ତୁଲାଇବାକୁ ପଡିବ । ସମ୍ପର୍କରେ ସମସ୍ୟା ବୃଦ୍ଧି ପାଇବ । ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

ମକର – ପୁରାଦିନ ଯାତାୟାତ କରିବାକୁ ପଡିବ । ଜୀବନସାଥୀଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କୁମ୍ଭ – ସକାରାତ୍ମକ ପରିବର୍ତ୍ତନ ହେବ । ରୋଜଗାର ପାଇଁ କରୁଥିବା ଚେଷ୍ଟାରେ ସଫଳତା ମିଳିବ । ଅଦରକାରୀ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ ।

ମୀନ – ସନ୍ତାନଙ୍କ ପାଇଁ ଚିନ୍ତା ବଢିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଧର୍ମକାର୍ଯ୍ୟ ପ୍ରତି ରୁଚି ବଢିବ ।

ରାଶିଫଳ

ପଢନ୍ତୁ, ଚଳିତ ବର୍ଷ ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପାଳନ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

Related posts

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

୭ ନଭେମ୍ବର, ରାଶିଫଳ

ENO Beuro

1 comment

Leave a Comment