Events And Parties

ଓଡିଆ ଫିଲ୍ମ ଫେୟାର ଆୱାର୍ଡ ସୋ: ଶ୍ରେଷ୍ଠ ଅଭିନୟ ପାଇଁ ହେଲେ ପୁରସ୍କୃତ

ଓଡିଆ ଫିଲ୍ମ ଫେୟାର ଆୱାର୍ଡ  ସୋ ନିକଟରେ  ଭୁବନେଶ୍ବର ପ୍ରଦର୍ଶନୀ ପଡିଆଠାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଏହି ଆୱାର୍ଡ ସୋ’ର ମୁଖ୍ୟ ଅତିଥି ଥିଲେ ବଲିଉଡ କମେଡି ଅଭିନେତା ଜନି ଲିଭରଜନି ଲିଭର  ଓ ମିସ ଇଣ୍ଡିଆ ବିଜୟିନୀ ନିବେଦିତା । ଏହି ଆୱାର୍ଡ ସୋ ରେ ଓଡିଆ ଚଳଚ୍ଚିତ୍ର ଜଗତର ସବୁ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ।

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା  ପୁରସ୍କାର,

ବାବୁସାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା

ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

‘ପ୍ରେମକୁମାର’କୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପ୍ରେମାନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମିଳିଥିଲା ପୁରସ୍କାର।

ପଢନ୍ତୁ: ୩୦ ରେ ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ଜୀବନବ୍ୟାପୀ ସାଧନ ପୁରସ୍କାର ପାଇବେ ଉତ୍ତମ ମହାନ୍ତି

Related posts

୩୦ ରେ ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ଜୀବନବ୍ୟାପୀ ସାଧନ ପୁରସ୍କାର ପାଇବେ ଉତ୍ତମ ମହାନ୍ତି

Ratnamani Moharana

Wedding Venues In Kolkata: What To Look For ?

ENO Beuro

“Kehi Nuhen Kahara” Bagged 27th State Film Awards

Jitendra

Leave a Comment