• Home
  • Entertainment
  • ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି
Entertainment

ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି

ପପୁଙ୍କୁ ଧମକ

ଆଜି ଖଣ୍ଡଗିରି ଥାନାରେ ଅଭିନେତା ପପୁ ପମପମ୍‌ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ଫୋନ୍‌ କରି ବାରମ୍ବାର ଧମକଚମକ ଦେଉଛି। ସେ ସେହି ବ୍ୟକ୍ତିଙ୍କ ନାମ ଠିକଣା ପଚାରିବାରୁ ଫୋନ୍‌ କାଟି ଦେଉଥିବାର ପପୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ,ପପୁ ପମ୍‌ପମ୍‌ଙ୍କ ଜମିକୁ ଜଣେ ବ୍ୟକ୍ତି ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଶୁଣିବାକୁ ମିଳିଛି ଆଇଗଣିଆ ପାଖରେ ଥିବା ଏକ ଜମିକୁ ଜୋର ଜବରଦସ୍ତ କବଜା ପାଇଁ ପପୁଙ୍କ ପାଖକୁ ଏହି ଧମକପୂର୍ଣ୍ଣ ଫୋନ୍‌ ବାରମ୍ବାର ଆସିଥିଲା। ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ପୂର୍ବରୁ ପପୁଙ୍କ ନାମରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ମାମାଲା ରୁଜୁ ହୋଇଥିଲା। ଏହି ମାମଲାରେ ଫସି ପପୁ ଜେଲ ମଧ୍ୟ ଯାଇଥିଲେ। କିଛିଦିନ ଜେଲରେ ରହିବା ପରେ ସେ ଜାମିନରେ ଆସିଥିଲେ।

ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି papu

ପଢନ୍ତୁ;ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

Related posts

‘ଜିରୋ’ ସିନେମାରେ କ୍ୟାଟ୍ରିନାଙ୍କ ହିରୋ କିଏ ଜାଣନ୍ତୁ

Krishna Kumar Manoj

“ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

Krishna Kumar Manoj

ରଙ୍ଗାରଙ୍ଗ ଉତ୍ସବ ଭିତରେ ଶକ୍ତିର ଅଡିଓ ରିଲିଜ୍ ହୋଇଯାଇଛି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More