News

କେନ୍ଦୁଝରରେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ

ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା, ରାଜ୍ୟ ସଂସ୍କୃତି ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଉଦ୍ୟମରେ ‘ଆଦିରଙ୍ଗ ମହୋତ୍ସବ’ ଆଜି କେନ୍ଦୁଝର  କାଳୀ ପଡିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ନୃତ୍ୟ ପରମ୍ପରାର ପ୍ରାଣ ହିଁ ଏହି ଆଦିବାସୀଙ୍କ ନୃତ୍ୟରେ ରହିଛି ବୋଲି ଉଦ୍‌ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶକୁନ୍ତଳା ସିଂ ଲାଗୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଅଭିନେତା ସମରେଶ ରାଉତରାୟ, ଜିଲ୍ଲାପାଳ ଏନ୍‌ ତିରୁମାଲା ନାଏକ ଉପସ୍ଥିତ ଥିଲେ। ସାହିତ୍ୟିକା ସ୍ନେହଲତା ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଡିର ନିର୍ଦ୍ଦେଶକ ଓ୍ଵାମେନ କେନ୍ଦ୍ରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାରେ ଅଧ୍ୟକ୍ଷତା କରି ଏନ୍‌ଏସ୍‌ଡିର ଅଧ୍ୟକ୍ଷ ଅର୍ଜୁନ ଦେଓ ଚରଣ ନିଜ ଅଭିଭାଷଣ ରଖିଥିବା ବେଳେ ଏନଏସ୍‌ଡିର ରେଜିଷ୍ଟ୍ରାର ପ୍ରଦୀପ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝରରେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ  କେନ୍ଦୁଝରରେ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ପକ୍ଷରୁ ‘ଆଦିରଙ୍ଗ ମହୋତ୍ସବ’ ଆରମ୍ଭ

ପଢନ୍ତୁ, ଭାରତକୁ ଟିବି ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ଘୋଷଣା

Related posts

ସମାଜରେ ଶିକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି

Krishna Kumar Manoj

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା

Krishna Kumar Manoj

ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର! ରାତିରେ ଅଧଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ପ୍ରବାହ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More