Events And Parties

ଅମ୍ବାନୀ ପରିବାରର ଗ୍ରାଣ୍ଡ ୱେଡିଂ: ଜମିଲା ଦେଶୀ-ବିଦେଶୀ ତାରକାଙ୍କ ଭିଡ

grand celebration

ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅମ୍ବାନୀ ପରିବାର ବଡ଼ ପୁଅ ଆକାଶ ଅମ୍ବାନୀ  । ନିଜ ଛୋଟ ବେଳର ବନ୍ଧୁ ଏବଂ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇସ୍ଥିତ ଜିଓ ଓ୍ଵାର୍ଲଡ୍‌  ସେଣ୍ଟରରେ ବିବାହ କରିଥିଲେ । ୯ ତାରିଖ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ୧୦ ତାରିଖ ଦିନ ଥିଲା ଏକ ଗ୍ରାଣ୍ଡ୍‌ ରିସେପସନ୍‌  ପାର୍ଟି ।ଏହି ସମୟରେ ଆକାଶ କ୍ରିମ୍ ରଙ୍ଗର ଶେରୱାନୀ  ପିନ୍ଧିଥିଲେ ଓ ଶ୍ଲୋକା ଲାଲ ରଙ୍ଗର ଯୋଡା  ପିନ୍ଧିଥିଲେ।

ambanis sons wedding
dance on the occasion of akhash wedding

ଅଭିଷେକ ବଚ୍ଚନ, ଐଶ୍ଵର୍ଯ୍ୟାଙ୍କ  ଝିଅ ଆରାଧ୍ୟା, ରଣବୀର କପୁର, ଅୟାନ ମୁଖାର୍ଜୀ, ଅନିଲ ଅମ୍ବାନୀ, ଟିନା ଅମ୍ବାନୀ, ଜେକି ଶ୍ରଫ୍ଫଙ୍କ ସମେତ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା,ପ୍ରସିଦ୍ଧ ଗାୟକ ମିକା ସିଂ,ଶାହାରୁଖ ଖାନ୍,ବିବାଦୀୟ ଯୋଡ଼ି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାଥୀରେ ଦେଖିବାକୁ ମିଳିଥିଲା। ସେହିପରି ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା, ସାଉଥ ସୁପରଷ୍ଟାର ରଜନୀକାନ୍ତ,ସଚିନ ତେନ୍ଦୁଲକରଙ୍କ ସମେତ ବହୁ ସେଲିବ୍ରିଟି ।ବାହାଘରରେ ଜମିଥିଲା ନାଚ ଗୀତର ଆସର ।

ପଢନ୍ତୁ: ଅକ୍ଷୟ ପରିଜା ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ “ଚିରକୁଟ” ଦ ଷ୍ଟୋରି ଅଫ ଏ ଦେଶୀ ଲଭର ର ଅଡିଓ ରିଲିଜ

Related posts

100th Birth centenary celebration of Biju Patanaik

Jitendra

Best Actor in a Comic Role Nominees For Ruchi Presents 7th Odia Filmfare Awards

ENO Beuro

7th Ruchi Odia Film Fare Awrads 2016 Press Conference Held At Bhubaneswar

ENO Beuro

Leave a Comment