Loading...

ବାବା ବାଗେଶ୍ୱରଙ୍କ ନାମରେ ବିବାଦୀୟ ଭିଡିଓ ଏବଂ ଟିପ୍ପଣୀକୁ ନେଇ ହରଣଘଡାରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର

ବାବା ବାଗେଶ୍ୱରଙ୍କ ନାମରେ ବିବାଦୀୟ ଭିଡିଓ ଏବଂ ଟିପ୍ପଣୀକୁ ନେଇ ହରଣଘଡାରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟର

କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ଦେଶ-ବିଦେଶରେ ବିଖ୍ୟାତ ପ୍ରବଚକ ଏବଂ ବାଗେଶ୍ୱର ଧାମର ପ୍ରମୁଖ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ବାବଙ୍କ ନାମରେ ବିବାଦୀୟ ଭିଡିଓ ଏବଂ ଟିପ୍ପଣୀକୁ ନେଇ ଅଡୁଆରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ, ଟ୍ୱିଟର ଏବଂ ଅନ୍ୟ ଦୁଇଟି ସୋସିଆଲ ମିଡିଆ।

ସୂଚନାନୁସାରେ, ବିଖ୍ୟାତ ପ୍ରବଚକ ଏବଂ ବାଗେଶ୍ୱର ଧାମର ପ୍ରମୁଖ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଅନୁଗାମୀ ନରସିଂହପୁର ଗୋଟେଗାଓଁ ନିବାସୀ ରଣଜିତ ପଟେଲ ସୋସିଆଲ ମିଡିଆରେ ଚାଲିଥିବା ବିବାଦୀୟ ଭିଡିଓ ଏବଂ ଟିପ୍ପଣୀକୁ ନେଇ ଜବଲପୁର ହାଇକୋର୍ଟ ପିଟିସନ ଦାଖଲ କରିଛନ୍ତି । ପିଟିସନର ଶୁଣାଣି କରି ହାଇକୋର୍ଟର ସଞ୍ଜୟ ଦୁବେଙ୍କ ଏକକ ବେଞ୍ଚସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଫେସବୁକ, ଟ୍ୱିଟରକୁ ବାଗେଶ୍ୱର ଧାମ ପୀଠୀଶ୍ୱର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ବିବାଦୀୟ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ଉତ୍ତର ମାଗିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.