News

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍‌ ଆୟର

iyer

କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ୍‌ ଆୟର ମିତ୍ର ଶନିବାର ବିଧାନସଭା ଗୃହ କମିଟିରେ ପୁଣିଥରେ ହାଜର ହୋଇଛନ୍ତି। ଅଭିଜିତଙ୍କ ସତ୍ୟପାଠକୁ ଆଧାର କରି ଗୃହ କମିଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ । ମାତ୍ର ଶୁକ୍ରବାର ସତ୍ୟପାଠ ଦାଖଲ କରିନାହାନ୍ତି ଅଭିଜିତ୍ । ତେଣୁ ଆଜି ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ।

iyer

ସୂଚନାଯୋଗ୍ୟ, କୋଣାର୍କ ସୂର୍ଯ୍ୟମନ୍ଦିର ଓ ଓଡିଶାର ବିଧାୟକମାନଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଛନ୍ତି ଅଭିଜିତ୍ ଆୟାର । ଗତ ୨୩ ତାରିଖରେ କଡା ସୁରକ୍ଷା ମଧ୍ୟରେ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ ଅଭିଜିତ ଆୟର ମିତ୍ର । ପ୍ରାୟ ଅଢେଇ ଘଣ୍ଟା ଜେରା ବେଳେ ତାଙ୍କୁ ୧୫ରୁ ଅଧିକ ପ୍ରଶ୍ନ ପଚାରା ଯାଇଥିଲା ।

ଅଭିଜିତ୍‌ ଏବେ ଝାରପଡା ଜେଲରେ ଅଛନ୍ତି ।

ପଢନ୍ତୁ; ଖଣ୍ଡଗିରିରେ ଅଘଟଣ,ଜଳିଗଲା ୨ଟି ବସ୍

Related posts

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ENO Beuro

Illegal Sand Transport To Uttar Pradesh, Railway Police Has Arrested Two Accused

ENO Beuro

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ମୋବାଇଲରେ ଆଧାର ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ENO Beuro

Leave a Comment