ବିବାଦରେ ବଲିଉଡର ଲୋକପ୍ରିୟ ଗାୟକ ଅଭିଜିତ ଭଟାଚାର୍ୟ୍ୟ

abhi

ମହିଳା ଲଗାଇଲେ ଫୋନରେ ଅଭଦ୍ରାମୀ କରିବାର ଆରୋପ

ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣିଥରେ ବିବାଦରେ । ତାଙ୍କ ଉପରେ ଜଣେ ମହିଳା ଆରୋପ ଲଗାଇ କେସ କରିଛନ୍ତି । ଅଭିଜିତଙ୍କ ବିରୋଧରେ ଜଣେ ମହିଳା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାର ଆରୋପ ଲଗାଇଛନ୍ତି । ମହିଳାଙ୍କ କହିବା ଅନୁସାରେ ଅଭିଜିତ ଟେଲିଫୋନରେ ତାଙ୍କ ସହିତ ଅସଭ୍ୟ ଭାଷାରେ କଥାବାର୍ତ୍ତା କରିଥିଲେ।। ଅନ୍ୟପଟେ ଅଭିଜିତଙ୍କ କହିବା ଅନୁଯାୟୀ, ମହିଳା ଜଣକ ତାଙ୍କୁ ଧମକ ଦେବା ସହ ଟଙ୍କା ଦାବି କରିଛନ୍ତି।

abhi

ସୂଚନାଯୋଗ୍ୟ ଏହା ପୂର୍ବରୁ ମଧ୍ୟ ଅଭିଜିତଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଥିଲା । ଦୁର୍ଗା ପୂଜା ସମୟରେ ଅସଦାଚରଣ କରିଥିବା ନେଇ ଜଣେ ଯୁବତୀ ମାମଲା ରୁଜୁ କରିଥିଲେ । ଏପରିକି ଏହି ମାମଲାରେ ଅଭିଜିତ୍ ଗିରଫ ମଧ୍ୟ ହୋଇଥିଲେ।

 

ପଢନ୍ତୁ;ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More