News

ଅଭିନନ୍ଦନଙ୍କ ନିଶ ପାଲଟିଛି ଭାରତୀୟ ଯୁବକଙ୍କ ନୂଆ ଟ୍ରେଣ୍ଡ

ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କ ସାହାସରେ ଭାରତ ଦିବାନ ହେଇଥିଲା ହେଲେ ଏବେ ତାଙ୍କର ନିଶର ଦିବାନାରେ ମତୁଆଲା ଭାରତୀୟ ଯୁବକ। ପ୍ରାୟତଃ ସିନେକଳାକାରଙ୍କ ଫ୍ୟାସନ ଆପଣଉଥିବା ଦେଖାଯାଏ ମାତ୍ର ଏଥର ଘଟିଛି ଏକ ନୂଆ ଘଟନା ବୋଧହୁଏ ଏହା ଭାରତର ପ୍ରଥମ ଯାହାକି ଜଣେ ବାୟୁସେନା ଅଧିକାରୀଙ୍କର ପାଗଳ ଏବେ ଦୁନିଆ। କିଛିଦିନ ତଳେ ଅଭିନନ୍ଦନ ନିଜର ଅଦମ୍ୟ ସାହସ ପାଇଁ ପରିଚିତ ଥିଲାବେଳେ ଏବେ ତାଙ୍କର ନିଆରା ନିଶ ପାଇଁ ସେ ପରିଚିତ।

ଏବେ ଟୁଇଟର ରେ ଦେଖିବାକୁ ମିଳିଛି ଏକ ବ୍ୟକ୍ତିଙ୍କର ଜିଏକି ବିଲକୁଲ ଅଭିନନ୍ଦନଙ୍କ ନିଶ ପରି ନିଶ
କାଟି ନିଜର ଫଟୋକୁ ଅପଲୋଡ କରିଥିଲେ। ତାପରେ ଯୁବକ ମାନଙ୍କ ଭିଡ ଲାଗିଯାଇଥିଲା ବିଭିନ୍ନ ସେଲୁନରେ ସେମାନେ ମଧ୍ୟ ଠିକ ଅଭିନନ୍ଦନଙ୍କ ପରି ନିଶ କଟିଥିଲେ। ଏପରି ନିଶ କାଟିବାକୁ ନେଇ ସେମାନଙ୍କୁ ପ୍ରଶ୍ନ କରିବାରୁ ସମସ୍ତଙ୍କ ଉତ୍ତର ଥିଲା ସମାନ କି ସେ ଭାରତ ପାଇଁ କେଉଁ ହିରୋ  ଠାରୁ କିଛି କମ ନୁହନ୍ତି।

ପଢନ୍ତୁ: ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

Related posts

କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

ENO Beuro

କୋଲକତାର ପୁରାତନ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ENO Beuro

ନିଜସ୍ଵ ଖାଦ୍ୟ ସୁରକ୍ଷା ଯୋଜନାକୁ କ୍ୟାବିନେଟ ମୋହର:ଅତିରିକ୍ତ ୨୫ ଲକ୍ଷ ଲୋକଙ୍କୁ ଟଙ୍କିକିଆ ଚାଉଳ

ENO Beuro

Leave a Comment