• Home
  • Entertainment
  • ବିବାଦ ତୁଟିଲା : ଖୁବ୍‌ ଖୀଘ୍ର ଆରମ୍ଭ ହେବ ଏହି ସିନେମାର ଶୁଟିଙ୍ଗ
Entertainment

ବିବାଦ ତୁଟିଲା : ଖୁବ୍‌ ଖୀଘ୍ର ଆରମ୍ଭ ହେବ ଏହି ସିନେମାର ଶୁଟିଙ୍ଗ

ସାରା ଅଲି ଖାନଙ୍କ ଡେବ୍ୟୁ ସିନେମା ‘କେଦାରନାଥ’

ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ ଡେବ୍ୟୁ ସିନେମା ହୋଇଥିବା ହେତୁ ବେଶ ଚର୍ଚ୍ଚାରେ ରହିଛି ଏହି ସିନେମା । ଏବେ ପୁଣି ଶୁଣିବାକୁ ମିଳିଛି କି  ‘ କେଦାରନାଥ’ର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଅର୍ଥାତ୍‌ ଏହାର ନିର୍ମାତା ଏବଂ ନିର୍ଦ୍ଦେଶଙ୍କ ଭିତରେ ଥିବା ଝାମେଲା ତୁଟି ଯାଇଛି । ଏହାକୁ ନେଇ ନିଜେ ନିର୍ଦ୍ଦେଶକ ଅଭିଷେକ କପୁର ସୂଚନା ଦେଇଛନ୍ତି ।

ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ।  ଫିଲ୍ମର ସୁଟିଂ ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳିଥିଲା ।

‘କେଦାରନାଥ’ରେ ସୁଶାନ୍ତ ସିଂହ ରାଜପୁତ ଅଛନ୍ତି ମେଲ ଲିଡରେ । ତାଙ୍କ ବିପକ୍ଷରେ ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କୁ ଦେଖିବାକୁ ପାଇବେ । ଖୁବ୍‌ ଖୀଘ୍ର ଏହାର ନୂଆ ସିଡ୍ୟୁଲର ସୁଟିଂ ଆରମ୍ଭ ହେବ। ଯାହା ଜଣାପଡ଼ୁଛି ବିବାଦର ଆପୋଷ ସମାଧାନ ହୋଇଯାଇଛି ।

ବିବାଦ ତୁଟିଲା : ଖୁବ୍‌ ଖୀଘ୍ର ଆରମ୍ଭ ହେବ ଏହି ସିନେମାର ଶୁଟିଙ୍ଗ kedarnath

ପଢନ୍ତୁ ;

ପ୍ରତିଦିନ ଲସି ପିଇଲେ ଆମ ଶରୀରରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ

Related posts

‘ମୁଗଲ୍‌’ ସିନେମାରେ ଏକା ସାଙ୍ଗରେ ନଜର ଆସିବେ ଏହି ଦୁଇ ସୁପର୍‌ଷ୍ଟାର୍‌

Krishna Kumar Manoj

ହ୍ରିତିକ କ’ଣ ପୁଣି ଥରେ ବିବାହ କରିବେ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଚର୍ଚ୍ଚିତ ଯୋଡି ମିଲିନ୍ଦ୍ ଓ ଅଙ୍କିତାଙ୍କ ନିର୍ବନ୍ଧ ଫଟୋ ଭାଇରାଲ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More