ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

ନିଜ ସ୍ମାର୍ଟଫୋନ ଜରିଆରେ ଆପଣ ଟଙ୍କା ରୋଜଗାର କରିପାରିବେ। ଅନଲାଇନରେ ଗେମ ଖେଳି ଆପଣ ଟଙ୍କା ରୋଜଗାର କରିପାରିବେ। ଏ ହେଉଛି loco ଗେମ। ଏହି ଗେମ ଦିନକୁ କେବଳ ଦୁଇ ଥର ଖେଳିପାରିବେ। ଏହି ଗେମରେ କିଛି ସହଜିଆ ପ୍ରଶ୍ନ ପଚରାଯାଇଥାଏ ଆଉ ଏହାର ଉତ୍ତର ଦେଇ ଆପଣ ପେଟିଏମ କ୍ୟାସ ଜିତି ପାରିବେ।

ତେବେ ଆସନ୍ତୁ ଜାଣିବା ଏହି ଗେମ ସଂପର୍କରେ-

  1. ଏହି ଗେମ ଆପଟିର ନାଁ ହେଉଛି Loco Live Trivia & Quiz Game Show। ଯାହାକୁ ଆପଣ ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ।
  2. ଏହି ଗେମଟିକୁ ଆପଣ ଅପରାହ୍ନ ସାଢେ ଗୋଟାଏ ଏବଂ ରାତି ୧୦ଟା ବେଳେ ଖେଳି ପାରିବେ। ଖେଳିବା ସମୟରେ ଆପଣଙ୍କୁ ଏଥିରେ ୧୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ସଠିକ ଉତ୍ତର ଦେଲେ ଆପଣ ଜିତିପାରିବେ ପେଟିଏମ କ୍ୟାସ।
  3. ଏହାଛଡା ଏହି ଆପଟିକୁ ଯଦି ଆପଣ ଆପଣଙ୍କର ବନ୍ଧୁପରିଜନଙ୍କ ନିକଟକୁ ସେୟାର କରନ୍ତି ତେବେ ଏଥିପାଇଁ ଆପଣଙ୍କୁ ଗୋଟେ live ମିଳିବ। ଯାହା ଆପଣଙ୍କୁ ପ୍ରଶ୍ନର ଉତ୍ତର ଦେବା ବେଳେ ସାହାଯ୍ୟ କରିବ।
  4. ଏହି ଆପଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ । ଏହି ଆପ ଜରିଆରେ ଆପଣଙ୍କୁ ସାଧାରଣ ଜ୍ଞାନ, ଟେକ୍ନୋଲୋଜି, କ୍ରିକେଟ, ଖେଳ, ଧର୍ମ, ରାଜନୀତି ଏବଂ ବଲିଉଡ ଭଳି ବିଷୟ ବସ୍ତୁ ଉପରେ କିଛି ପ୍ରଶ୍ନ ପଚରା ଯିବ ଏବଂ ସଠିକ୍ ଉତ୍ତର ଦେବା ଦ୍ୱାରା ଆପଣଙ୍କୁ ପେଟିଏମ କ୍ୟାସ ପ୍ରାଇଜ୍ ମିଳିବ।

ପଢନ୍ତୁ; ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

ଏହି ଆପଟି ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ । - 9.1

91%

ସଠିକ୍ ଉତ୍ତର ଦେବା ଦ୍ୱାରା ଆପଣଙ୍କୁ ପେଟିଏମ କ୍ୟାସ ପ୍ରାଇଜ୍ ମିଳିବ। - 8.7

87%
8.9/10

Very Good!

ଦିନ୧:୩୦ ଏବଂ ରାତି ୧୦ଟାରେ ଦିଅନ୍ତୁ ମାତ୍ର ୧୦ଟି ପ୍ରଶ୍ନର ଉତ୍ତର, ହୋଇପାରନ୍ତି ଲକ୍ଷପତି!

ନିଜ ସ୍ମାର୍ଟଫୋନ ଜରିଆରେ ଆପଣ ଟଙ୍କା ରୋଜଗାର କରିପାରିବେ। ଅନଲାଇନରେ ଗେମ ଖେଳି ଆପଣ ଟଙ୍କା ରୋଜଗାର କରିପାରିବେ। ଏ ହେଉଛି loco ଗେମ। ଏହି ଗେମ ଦିନକୁ କେବଳ ଦୁଇ ଥର ଖେଳିପାରିବେ। ଏହି ଗେମରେ କିଛି ସହଜିଆ ପ୍ରଶ୍ନ ପଚରାଯାଇଥାଏ ଆଉ ଏହାର ଉତ୍ତର ଦେଇ ଆପଣ ପେଟିଏମ କ୍ୟାସ ଜିତି ପାରିବେ।

No Votes Yet

You're not rated yet