LIFESTYLE

ଆସନ୍ତୁ ଜାଣିବା ମହିଳାମାନେ କେଉଁ ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ସ୍ଵାମୀ ଆକର୍ଷିତ ହେବା ସହ ସୌଭାଗ୍ୟର ଅଧିକାରୀ ହୋଇଥାନ୍ତି?

ଚୁଡି ହେଉଛି ବିବାହିତ ମହିଳା ମାନଙ୍କର ସୌଭାଗ୍ୟର ପ୍ରତୀକ। ବିଭିନ୍ୟ ରଙ୍ଗର ଚୁଡି ପିନ୍ଧିବାକୁ ମହିଳାମାନେ ପସନ୍ଦ କରିଥାନ୍ତି।

ତେବେ ଆସନ୍ତୁ ଜାଣିବା ଚୁଡିକୁ ନେଇ କିଛି ଖାସ୍ ତଥ୍ୟ-

  • ନାଲି ରଙ୍ଗ ଶୁଭ ଓ ପ୍ରେମର ପ୍ରତୀକ ହୋଇଥାଏ। ଏହି ରଙ୍ଗର ଚୁଡି ମହିଳମାନେ ପିନ୍ଧିବା  ଦ୍ଵାରା  ସେମାନେ ଖୁବ୍ ସୁନ୍ଦର ଲାଗିବା ସହ ସ୍ଵାମୀ ତାଙ୍କ ପ୍ରତି ଶୀଘ୍ର ଆକର୍ଷତି ହୋଇଥାନ୍ତି।
  • ବିବାହିତ ମହିଳାମାନେ କେବେ ବି ଧଳା ରଙ୍ଗର ଚୁଡି ପିନ୍ଧିବା ଉଚିତ୍ ନୁହେଁ। ଏମିତି କରିବା ଦ୍ଵାରା  ସ୍ବାମୀଙ୍କୁ  ଦୁର୍ଭାଗ୍ୟ ବଢିଥାଏ।
  • ବିବାହିତ ମହିଳାମାନେ କେବେ ବି ଭାଙ୍ଗି ଥିବା କିମ୍ବା ଟିକେ ବି ଫାଟିଥିବା ଚୁଡି ପିନ୍ଧିବା ଭଲ ନୁହେଁ।
  • ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣିବା ଏବଂ ପନ୍ଧିବା ମଧ୍ୟ ଭଲ ନୁହେଁ। ଚୁଡି ପିନ୍ଧିବା ପୂର୍ବରୁ ମା ଗୌରୀଙ୍କ ନିକଟରେ ରଖି ପୂଜା କରିବା ଉଚିତ୍ । ଏପରି କରିବା ଦ୍ଵାରା ସ୍ଵାମୀ  ଓ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ । ଚୁଡି ପିନ୍ଧିବା ପରେ ଘରର ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବା ଜରୁରୀ ଅଟେ।
  • ଚୁଡି ପିନ୍ଧିବା ବେଳେ ଯଦି ସବୁ ବାହାର କରିବାକୁ ପଡୁଛି, ତେବେ ହାତରେ ପଣତ କାନି ବାନ୍ଧି ନୂଆ ଚୁଡି ପିନ୍ଧନ୍ତୁ।
  • ବିବାହିତ ମହିଳାଙ୍କ ହାତ କେବେବି ଖାଲି ରହିବା ଉଚିତ୍ ନୁହେଁ । ଅତିକମରେ ଗୋଟେ ବା ଦୁଇଟି ଚୁଡି ରହିବା ଦରକାର।

ପଢନ୍ତୁ; ଆଖିର ଦୃଷ୍ଟି ଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Related posts

ପ୍ରତିଦିନ ପୂଜା କଲାବେଳେ ଏହି ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଘିକୁଆଁରୀର ରହିଛି ବହୁ ଔଷଧୀୟ ଗୁଣ: ଘିକୁଆଁରୀର ବ୍ୟବହାର

Ratnamani Moharana

1 comment

Leave a Comment