ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ? ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ।
ଘରେ ଆକ୍ୱାରିୟମ୍ ରଖିବା ଶୁଭ ବୋଲି କୁହାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏଥିରେ କେତୋଟି ମାଛ ରଖିବା ଶୁଭ? ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଶୁଭଫଳ ମିଳିଥାଏ। ଏହାର କାରଣ ୮କୁ ଅନନ୍ତ ନମ୍ୱର ବୋଲି କୁହାଯାଇଥାଏ। ତେଣୁ ଆକ୍ୱାରିୟମ୍ରେ ୮ଟି ମାଛ ରଖିଲେ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଇଥାଏ ବୋଲି ବିଶ୍ୱାସ ରହିଛି।
୧) ଫେଙ୍ଗସୁଇ ଅନୁସାରେ ଆକ୍ୱାରିୟମ୍ରେ ‘କୋଇ’ ଫିସ୍ ରଖିବା ଶୁଭ। କିନ୍ତୁ ଏହି ମାଛ ଆକାରରେ ବଡ଼ ହୋଇଥିବାରୁ ଆକ୍ୱାରିୟମରେ ରଖିବା ସମ୍ଭବ ହୋଇନଥାଏ। ଏହା ସହିତ ଅଧିକାଂଶ ଘରେ ଆକ୍ୱାରିୟମର ଆକାର ମଧ୍ୟ ଛୋଟ ଥାଏ। ତେଣୁ ‘କୋଇ’ ଫିସ୍ ପରିବର୍ତ୍ତେ ଆପଣ ‘ଗୋଲଡ୍’ ଫିସ୍ ରଖିପାରିବେ। ଏହାଦ୍ୱାରା ଆପଣଙ୍କ ଘରେ ଶାନ୍ତି ବିରାଜମାନ କରିଥାଏ ।
୨) ଫେଙ୍ଗସୁଇରେ ଆହୁରି ମଧ୍ୟ ମତ ରହିଛି ଯେ, ଆକ୍ୱାରିୟମ୍ରେ ‘ରେଡ୍ ସ୍ୱର୍ଡ’ ଓ ‘ବ୍ଲାକ୍ ମୋଲି ଫିସ୍’ ରଖିବା ଶୁଭ। ତେଣୁ ଯଦି ଏହି ମାଛ ରଖୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେପରି ମାଛ ସଂଖ୍ୟା ୮ ହେବା ଉଚିତ୍।
୩) ଦୁଇଟି ଗୋଲ୍କୁ ନେଇ ଇଂରାଜୀରେ 8 ସୃଷ୍ଟି ହୋଇଛି। ଏହାର ଅର୍ଥ ଏହି ସଂଖ୍ୟାର ଆଦି ନାହିଁ କି ଅନ୍ତ ନାହିଁ। ଏହା ଯୋଗୁ ଆପଣଙ୍କ ଜୀବନରେ ସଫଳତା ମିଳିଥାଏ। ତେଣୁ ଯେବେ ବି ଆକ୍ୱାରିୟମରେ ମାଛ ରଖୁଛନ୍ତି, ୮ ସଂଖ୍ୟାରେ ରଖନ୍ତୁ। ଏହାଠୁ ଅଧିକ କିମ୍ବା କମ୍ କରନ୍ତୁ ନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।