VASTU

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ?   

ସାଧାରଣ ଜୀବନରେ ଆମେ କୌଣସି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିଥାଉ । ଗ୍ରହ ନକ୍ଷତ୍ରଙ୍କ ଗତି ବିଧି ଉପରେ ଲଖ୍ୟ କରି ଆମ ବ୍ୟବସାୟ ଆରମ୍ଭ କରିବାକୁ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି । ଏହା ସହିତ ଜ୍ୟୋତିଷ କହିଥାନ୍ତି କେଉଁ ବ୍ୟବସାୟରେ ଆମକୁ ସଫଳତା ମିଳିବ ।

କେଉଁ ବ୍ୟବସାୟ କଲେ ସଫଳତା ମିଳିବ ଜାଣନ୍ତୁ :-

ମେଷ: ଏହି ରାଶିର ବ୍ୟକ୍ତି ଯଦି ଲୁହା, କାଗଜ, ବସ୍ତ୍ର, ଅଳଙ୍କାରର ବ୍ୟବସାୟ କରନ୍ତି ତେବେ ବ୍ୟବସାୟରେ ଉନ୍ନତି ହେବ ।

ବୃଷ –  ଏହି ରାଶିର ବ୍ୟକ୍ତି ସ୍ୱର୍ଣ୍ଣ, ହୋଟେଲ, ଔଷଧ ଓ କୃଷିଜାତ ଦ୍ରବ୍ୟର ବ୍ୟବସାୟ କଲେ ସଫଳତା ମିଳିବ ।
ମିଥୁନ – ଏହି ରାଶିର ବ୍ୟକ୍ତି ଗୃହନିର୍ମାଣ, ସିନେମା ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ଲାଭ ପାଇବେ।

କକର୍ଟ – ଏହି ରାଶିର ବ୍ୟକ୍ତି ସୁନା ରୂପା ଅଳଙ୍କାର ଓ ଖାଦ୍ୟ ସାମଗ୍ରୀ ବ୍ୟବସାୟରେ ଉନ୍ନତି ପାଇବେ।

ସିଂହ – ଏହି ରାଶିର ବ୍ୟକ୍ତି କାଗଜ, ପ୍ରେସ, ହୋଟେଲ ଆଦି କ୍ଷେତ୍ରରେ ସଫଳତା ପାଇବେ।

କନ୍ୟା – ଏହି ରାଶିର ବ୍ୟକ୍ତି ମାଛ, ଔଷଧ ଷ୍ଟେସନାରୀ କାର୍ଯ୍ୟରେ ଅତ୍ୟନ୍ତ ଲାଭ ପାଇବେ।

ତୁଳା  – ଏହି ରାଶିର ବ୍ୟକ୍ତି ଲୁହା, କୋଇଲା, ଯନ୍ତ୍ରପାତି କ୍ଷେତ୍ରରେ ସଫଳତା ପାଇବେ।

ବିଛା – ଏହି ରାଶିର ବ୍ୟକ୍ତି କୃଷିଜାତ ଦ୍ରବ୍ୟ, ବାଦ୍ୟ ଯନ୍ତ୍ର, ମସଲା ସାମଗ୍ରୀ ବ୍ୟବସାୟରେ ଉନ୍ନତି ପାଇବେ।

ଧନୁ -ଏହି ରାଶିର ବ୍ୟକ୍ତି ପୂଜା ସାମଗ୍ରୀ, ବିଦ୍ୟୁତ ଉପକରଣ, ଶସ୍ୟ, ମାଛ ବ୍ୟବସାୟରେ ଲାଭବାନ ହେବେ।

ମକର – ଏହି ରାଶିର ବ୍ୟକ୍ତି ଗାଡି, ଅଳଙ୍କାର ବ୍ୟବସାୟରେ ଉନ୍ନତି ପାଇବେ।

କୁମ୍ଭ –  ଏହି ରାଶିର ବ୍ୟକ୍ତି ଲୁହା ସାମଗ୍ରୀ, ସୁନା ଓ ରୂପା ବ୍ୟବସାୟରେ ଲାଭବାନ ହେବେ।

ମୀନ – ଏହି ରାଶିର ବ୍ୟକ୍ତି ପୁସ୍ତକ, କାଗଜପତ୍ର, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ ।

ପଢନ୍ତୁ ;

ଖରାଦିନେ ମଦ୍ୟପାନ କରିଲେ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ ରୋଷେଇ ଘର କଲେ ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ଦରିଦ୍ରତାକୁ ଦୂର କରିବା ପାଇଁ ଘରେ ରାଶି ଅନୁଯାୟୀ ଗଛ ଲଗାଇବା ଦ୍ୱାରା ମିଳିଥାଏ ଲାଭ ! ଆସନ୍ତୁ ଜାଣିବା ଏହା ବିଷୟରେ

ENO Beuro

ଘରେ ରଖନ୍ତୁ ନାହିଁ ଏହି ସବୁ ସାମଗ୍ରୀ , ନଚେତ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

1 comment

Leave a Comment