ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ସାଧାରଣତଃ ଆମେ ନିୟମିତ ପିନ୍ଧୁଥିବା କପଡାର ରଙ୍ଗ ଅନୁସାରେ ପର୍ସ ଧରିଥାଉ । ପ୍ରାୟତଃ ସମସ୍ତଙ୍କୁ ମ୍ୟାଚିଙ୍ଗ କରି ପିନ୍ଧିବା ଓ ମ୍ୟାଚିଙ୍ଗ ରଙ୍ଗର ପର୍ସ ଧରିବାକୁ ମଧ୍ୟ ଭଲ ଲାଗିଥାଏ । ଆପଣ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରଙ୍ଗ ଅଛି ଯେଉଁ ରଙ୍ଗର ପର୍ସ ଧରିଲେ ଧନର ଅଭାବ ଦେଖାଯାଏ । ଏହା ସହିତ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ରାଶି ଅନୁସାରେ ପର୍ସ ବ୍ୟବହାର କଲେ ଧନ ବୃଦ୍ଧି ହେବା ସହିତ ମା ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି ।

କେଉଁ ପର୍ସ ଆପଣଙ୍କ ପାଇଁ ଶୁଭ ଜାଣନ୍ତୁ :-

  • ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ନାରଙ୍ଗୀ ରଙ୍ଗର ପର୍ସ ଶୁଭ ଅଟେ ।
  • ବୃଷ, କନ୍ୟା ଓ ମକର ରାଶିର ବ୍ୟକ୍ତିଙ୍କ ପାଇଁ ମାଟିଆ ରଙ୍ଗର ପର୍ସ ଶୁଭ ଅଟେ ।
  • ମିଥୁନ, ତୁଳା ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ନୀଳ ରଙ୍ଗ ଓ ଧଳା ରଙ୍ଗର ପର୍ସ ଶୁଭ ଅଟେ ।
  • କର୍କଟ, ବିଚ୍ଛା ଓ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ରଙ୍ଗର ପର୍ସ ପର୍ସ ଶୁଭ ଅଟେ ।

ପଢନ୍ତୁ ;

କେଉଁ ରାଶିର ଝିଅ ପୁଅଙ୍କୁ ବେଶୀ ଆକର୍ଷିତ କରିଥାନ୍ତି ଜାଣନ୍ତୁ ?

ରାଶି ଅନୁସାରେ ପର୍ସ ବ୍ୟବହାର କଲେ ଧନ ବୃଦ୍ଧି ହେବା ସହିତ ମା ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି - 4.6

92%

ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ନାରଙ୍ଗୀ ରଙ୍ଗର ପର୍ସ ଶୁଭ ଅଟେ - 4.5

90%
4.6/5

Excellent!

ରାଶି ଅନୁସାରେ ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ରଙ୍ଗର ପର୍ସ ଶୁଭ 

ସାଧାରଣତଃ ଆମେ ନିୟମିତ ପିନ୍ଧୁଥିବା କପଡାର ରଙ୍ଗ ଅନୁସାରେ ପର୍ସ ଧରିଥାଉ । ପ୍ରାୟତଃ ସମସ୍ତଙ୍କୁ ମ୍ୟାଚିଙ୍ଗ କରି ପିନ୍ଧିବା ଓ ମ୍ୟାଚିଙ୍ଗ ରଙ୍ଗର ପର୍ସ ଧରିବାକୁ ମଧ୍ୟ ଭଲ ଲାଗିଥାଏ । ଆପଣ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରଙ୍ଗ ଅଛି ଯେଉଁ ରଙ୍ଗର ପର୍ସ ଧରିଲେ ଧନର ଅଭାବ ଦେଖାଯାଏ ।

No Votes Yet

You're not rated yet