VASTU

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

ଭଗବାନ ଗଣେଶଙ୍କୁ ବିଘ୍ନ କର୍ତା କୁହାଯାଏ ଓ କିଛି ବି ଶୁଭ କାମ ଆରମ୍ଭ କରିବା ପାଇଁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ । ଏମିତି କି ଭଗବାନ ଗଣେଶଙ୍କ ସବୁ ରୂପକୁ ଶୁଭ ବୋଲି ମାନାଯାଏ କିନ୍ତୁ ଗଣେଶଙ୍କ ଏହି ୫ଟି ମୁର୍ତି ରଖିବା ଦ୍ଵାରା ବହୁତ ଶୁଭ ହୋଇ ଥାଏ । ଭଗବାନ ଗଣେଶଙ୍କ ମୁର୍ତି ଘରର ମୁଖ୍ୟ ଦ୍ଵାରାରେ ରଖା ଯିବାର ପରମ୍ପରା ଅଛି । ଭଗବାନ ଗଣେଶଙ୍କ ମୁର୍ତି ଘରର ମୁଖ୍ୟ ଦ୍ଵାରାରେ ରଖିବା ଦ୍ଵାରା ସକରାତ୍ମକ ଶକ୍ତିର ପ୍ରଭାବ ଘରେ ପଡି ଥାଏ ଓ ଘରେ ଖୁସି ଆସିଥାଏ ।ଧନ ପ୍ରାପ୍ତି ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଓ ପୌଷ୍ୟ ନଖେତ୍ରରେ ଭଗବାନ ଗଣେଶଙ୍କ ମୁର୍ତି ଘରକୁ ଆଣନ୍ତୁ ଓ ନିୟମିତ ପୂଜା କରନ୍ତୁ ।ଏମିତି କରିବା ଦ୍ଵାରା ଘରେ ଧନ ବୃଦ୍ଧି ହୁଏ ଓ ଘରକୁ ଖୁସି ଆସେ ବୋଲି ମାନା ଯାଏ ।ବାସ୍ତୁଶାସ୍ତ୍ର ଅନୁସାରେ ମହମରେ ତିଆରି ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା ଘରେ ସୁଖ ଶାନ୍ତି ରହି ଥାଏ । ଏହି ମୂର୍ତିକୁ ପୂଜା କରିବା ଦ୍ଵାରା ଘରେ ସକରାତ୍ମକ ଶକ୍ତିର ପ୍ରଭାବ ପଡେ ।

ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀରେ ଭଗବାନ ଗଣେଶଙ୍କ ମୂର୍ତି ତିଆରି କରନ୍ତୁ । ହଳଦୀରେ ତିଆରି ଭଗବାନ ଗଣେଶଙ୍କ ମୂର୍ତିକୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଏ । ଏହା ଦ୍ଵାରା ଆପଣଙ୍କ ମନସ୍କାମନା ପୂରଣ ହେବ ଓ ଶୁଭ କାମ ଠିକରେ ହୋଇ ଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା ganes

ପଢନ୍ତୁ ;

ପେଟ ବଢିଯାଉଛି କି ? ପେଟ କମାଇବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More