VASTU

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ !

ଅନେକ ସକାଳେ ଉଠି ନିଜର ଚେହେରା ଆଇନାରେ ଦେଖନ୍ତି । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନାଥାଏ ।  ଅନେକ ଲୋକ ଭାବନ୍ତି ଯଦି ଦିନରେ କାମରେ କିଛି ଅସୁବିଧା ଦେଖା ଦିଏ ଆମେ ଭାବୁ ଯେ ସକାଳୁ କାହା ମୁହଁ ଦେଖିଥିଲି ଆଜି ଦିନଟା ଖରାପ ଗଲା । ଆସନ୍ତୁ ଜାଣିବା ଏଭଳି କଣ କଣ ଜିନିଷ ରହିଛି ଯାହାକୁ ସକାଳ ସମୟରେ ଦେଖିଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ ।

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ :-

  • ସକାଳେ ତେଲ ଲାଗିଥିବା ବାସନ ଦେଖିଲେ ଆପଣଙ୍କ ପୂରା ଦିନ ଖରାପ ଯାଇଥାଏ ଏହି କାରଣରୁ ରାତିରେ ଶୋଇବା ସମୟରେ ଏହି ସମସ୍ତ ଜିନିଷକୁ ନିଜ ଠାରୁ ଦୂରରେ ରଖି ଶୁଅନ୍ତୁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ସକାଳୁ ଯଦି କୌଣସି କୁକୁରକୁ ଲଢେଇ କରୁଥିବାର ଦେଖନ୍ତି ତାହା ଅଶୁଭ ଅଟେ । ଏହାଦ୍ୱାରା ଆପଣଙ୍କ ଆୟୁ କମିଯାଏ ।
  • ଅନେକ ସକାଳେ ଉଠି ନିଜର ଚେହେରା ଆଇନାରେ ଦେଖନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ଅଟେ । ସକାଳୁ ଉଠି ଆଇନା ଦେଖିବା ପରିବର୍ତ୍ତେ ଦୁଇ ହାତ ଯୋଡି ଭଗବାନଙ୍କୁ ପାର୍ଥନା କରିବା ଶୁଭ ବୋଲି ମାନ୍ୟତା ରହିଛି ।
  • ସକାଳୁ ସକାଳୁ କେବେ ବି ମାଙ୍କଡର ନାଁ ନିଅନ୍ତୁ ନାହିଁ । ମାଙ୍କଡ ଦେଖାଗଲେ ମଧ୍ୟ ଆପଣ ଏହାର ନାଁ ନିଅନ୍ତୁ ନାହିଁ । ମାନ୍ୟତା ଅନୁସାରେ ଏହାଦ୍ୱାରା ଦିନଟି ସମସ୍ୟାରେ ବିତିଥାଏ ଏବଂ ଖାଇବାକୁ ମଧ୍ୟ ମିଳେନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ ! morniong pic

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି କିପରି ଦୂର କରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Related posts

ଶନିଦଶା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଦାନ କରନ୍ତୁ ଏହି ସବୁ ତେଲ

Krishna Kumar Manoj

ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ବସ୍ତୁ ଦ୍ଵାରା ଅଭିଷେକ କଲେ ପୂର୍ଣ୍ଣ ହେବ ମନସ୍କାମନା

Krishna Kumar Manoj

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More