ବାସ୍ତୁଶାସ୍ତ୍ର ଅନୁସାରେ ଅରଖ ଫୁଲର ମହତ୍ଵ ବିଷୟରେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ସବୁ ଫୁଲର ମହତ୍ଵ ରହିଛି । ଯେମିତି କି ସେମିତି ସବୁ ଭଗବାନଙ୍କ ପ୍ରିୟ ଫୁଲ ମଧ୍ୟ ରହିଛି । ଯଦି ଭଗବାନଙ୍କୁ ତାଙ୍କ ପ୍ରିୟ ଫୁଲ ସହିତ ପୂଜା କରିବା ତେବେ ଆମର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଭଗବାନ ଶିବଙ୍କ ପ୍ରିୟ ଫୁଲ ଅରଖ । ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଅରଖ ଫୁଲର ମହତ୍ୱ କ ‘ ଣ ରହିଛି ?

ଅରଖ ଫୁଲର ଉପକାରିତା :-

  • ପ୍ରତି ସୋମବାର ଦିନ ଯଦି ଅରଖ ଫୁଲକୁ ଶିବ ଲିଙ୍ଗ ଉପରେ ଚଢ଼ାଇବା ତେବେ ଭଗବାନ ଶିବଙ୍କ ବିଶେଷ କୃପା ଦୃଷ୍ଟି ପଡିଥାଏ ।
  • ଅରଖ ଫୁଲ ପରି ଅରଖ ଗଛ ମଧ୍ୟ ବେଶ୍ ଉପଯୋଗୀ । ଯଦି ଏହି ଅରଖ ଗଛକୁ ଘର ପାଖରେ ରଖିବା ତେବେ ଶାସ୍ତ୍ର ଅନୁସାରେ ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ ।
  • ଅରଖ ଗଛ ଭଗବାନ ମହାଦେବ ଓ ମା ଲକ୍ଷ୍ମୀ ଉଭୟଙ୍କର ଅତି ପ୍ରିୟ । ଏହି ଅରଖ ଗଛକୁ ଘରେ ଲଗାଇବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ରହିଥାଏ ଓ ବିଶେଷ କରି ଧନର ଅଭାବ ଦେଖା ଦେଇ ନ ଥାଏ ।
  • ପ୍ରତି ସୋମବାର ଅରଖ ଫୁଲରେ ଭଗବାନଙ୍କୁ ପୂଜା କରିବା ଦ୍ଵାରା ସବୁ ଅସୁବିଧା ଆପଣଙ୍କ ଦୂର ହେବ । ସବୁ କାର୍ଯ୍ୟରେ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ପ୍ରତି ସୋମବାର ଦିନ ଯଦି ଅରଖ ଫୁଲକୁ ଶିବ ଲିଙ୍ଗ ଉପରେ ଚଢ଼ାଇବା ତେବେ ଭଗବାନ ଶିବଙ୍କ ବିଶେଷ କୃପା ଦୃଷ୍ଟି ପଡିଥାଏ - 90%

90%

ଅରଖ ଗଛ ଭଗବାନ ମହାଦେବ ଓ ମା ଲକ୍ଷ୍ମୀ ଉଭୟଙ୍କର ଅତି ପ୍ରିୟ - 90%

90%
90%

Very Good!

ବାସ୍ତୁଶାସ୍ତ୍ର ଅନୁସାରେ ଅରଖ ଫୁଲର ମହତ୍ଵ ବିଷୟରେ ଜାଣନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ସବୁ ଫୁଲର ମହତ୍ଵ ରହିଛି । ଯେମିତି କି ସେମିତି ସବୁ ଭଗବାନଙ୍କ ପ୍ରିୟ ଫୁଲ ମଧ୍ୟ ରହିଛି । ଯଦି ଭଗବାନଙ୍କୁ ତାଙ୍କ ପ୍ରିୟ ଫୁଲ ସହିତ ପୂଜା କରିବା ତେବେ ଆମର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଭଗବାନ ଶିବଙ୍କ ପ୍ରିୟ ଫୁଲ ଅରଖ । ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ଅରଖ ଫୁଲର ମହତ୍ୱ କ ' ଣ ରହିଛି ?

No Votes Yet

You're not rated yet