VASTU

ବାସ୍ତଶାସ୍ତ୍ର ଅନୁସାରେ ଗାଈଙ୍କୁ ଖାଇବାକୁ ଦେଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ଗାଈକୁ ରୁଟି ଖାଇବାକୁ ଦେଲେ କ’ଣ ଫାଇଦା ହୁଏ ଜାଣନ୍ତୁ

ହିନ୍ଦୁଧର୍ମ ଅନୁସାରେ ସବୁ ପଶୁ ପକ୍ଷୀଙ୍କୁ ଅନ୍ନ ଖାଇବାକୁ ଦେଲେ ପୁର୍ଣ୍ୟ ମିଳେ । ବାସ୍ତଶାସ୍ତ୍ର ଅନୁସାରେ  ପଶୁ ପକ୍ଷୀଙ୍କ ମଧ୍ୟରୁ ଗାଈଙ୍କୁ ଖାଇବାକୁ ଡବା ଭଲ ବୋଲି କୁହାଯାଏ । କାରଣ ଶାସ୍ତ୍ର ଅନୁସାରେ ଗାଈ ଭିତରେ ତେତିଶ କୋଟି ଦେବତା ରୁହନ୍ତି । ତେବେ  ଜାଣନ୍ତୁ ଗାଈକୁ ରୁଟି ଖାଇବାକୁ ଦେବାର ମହତ୍ୱ କଣ ଅଛି ।

ନିୟମିତ ଆମେ ସ୍ନାନ ସାରି ଭଗବାନଙ୍କ ପାଖରେ ଭୋଗ ଲଗେଇ ଘରର ସଦସ୍ୟଙ୍କୁ ଖାଇବାକୁ ଦେଇଥାଉ। ଗାଈଙ୍କୁ ପୂଜା କରିବା ଦ୍ୱାରା ଅନେକ ପୁର୍ଣ୍ୟ ମିଳିଥାଏ ।

ରୁଟି ସହିତ ଗୁଡ ମିଶେଇ ଖାଇବକୁ ଦେଲେ ଗୋମାତା ଶାନ୍ତି ହୋଇଥାଏ । ମନେ ରଖିବେ ଗାଈ ବସି ଥିବା ସମୟରେ ଗୁଡା ଖୁଆଇବା ଦେବା ଉଚିତ । ବାସ୍ତଶାସ୍ତ୍ରରେ କୁହାଯାଇଛି କି ଗାଈଙ୍କ ସେବା ତେତିଶ କୋଟି ଦେବତାଙ୍କ ପୂଜା ସହିତ ସମାନ । କାରଣ ଗାଈକୁ ଗୋ ମାତା କୁହାଯାଏ ।

ବାସ୍ତଶାସ୍ତ୍ର ଅନୁସାରେ ଗାଈକୁ ରୁଟି ଖାଇବାକୁ ଦବା ଦ୍ଵାରା ଘରର ସବୁ ଅସୁବିଧା ଦୂର ହେବ । ଯଦି ଆପଣ ଅତ୍ୟଧିକ ଚିନ୍ତାରେ ଅଛନ୍ତି ତେବେ ଏହି ଉପାୟକୁ ଆପଣାନ୍ତୁ । ଏହି ଉପାୟ ଆପଣାନ୍ତୁ ଆପଣା ସଫଳତା ମଧ୍ୟ ପାଇବେ ।

ପଢନ୍ତୁ ;

ଆସନ୍ତୁ ଜାଣିବା “ସୂର୍ଯ୍ୟ ନମସ୍କାର” ଶରୀରକୁ କିପରି ସୁସ୍ଥ ରଖେ ଓ ଏହାର ଉପକାରିତା

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦି ହାତୀ ରଖିବାଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରବିବାର ଦିନ କ’ଣ କଲେ ସୁଧୁରିବ ଆପଣଙ୍କ ସମସ୍ୟା

ENO Beuro

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ENO Beuro

1 comment

Leave a Comment