VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ

ଧନ,ସୁଖ,ଶାନ୍ତି ପାଇଁ ମଣିଷ କ’ଣ  କ’ଣ ନ କରେ । ପୂଜା ଅର୍ଚନା ଠାରୁ ଆରମ୍ଭ କରି ଦାନ ଧର୍ମ  କରନ୍ତି । କେହି ବି ଖାଲି ହାତରେ ଫେରି କି ଯାଏ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ପୁରାଣରେ ପଶୁ-ପକ୍ଷୀଙ୍କୁ ବହୁତ ମହତ୍ଵ ଦିଆଯାଇଛି । କୁହାଯାଇଛି ଏମାନଙ୍କୁ ଖାଇବାକୁ ଦେଲେ ସବୁ ଦୁଃଖରୁ ମୁକ୍ତି ମିଳେ । ଏବେ ଜାଣିବା କେଉଁ ପଶୁ-ପକ୍ଷୀ ଖାଇବାକୁ ଦେଲେ କଣ ଉପକାର ମୂଳେ ।

ବାସ୍ତୁଶାସ୍ତ୍ର ଟିପ୍ସ

ଗାଈ :- ବାସ୍ତୁଶାସ୍ତ୍ର ଅନୁସାରେ ହିନ୍ଦୁ ଶାସ୍ତ୍ରରେ ଗାଈକୁ ମାଆ ର ରୂପ ଦିଆ ଯାଇଛି। ତେଣୁ ଗାଈଙ୍କୁ ଖାଇବାକୁ ଦେଲେ ସବୁ କାର୍ଯ୍ୟ ସଫଳ ହେବା ସହ ମନ କାମନା ପୂର୍ଣ୍ଣ ହୁଏ । ଆପଣଙ୍କ ଉପରେ ସର୍ବଦା ଗୋ ମାତାଙ୍କ ଆଶୀର୍ବାଦ ରହିବା ।

କୁକର:- ବାସ୍ତୁଶାସ୍ତ୍ର ଅନୁସାରେ କୁକର ପରି ସାଙ୍ଗ ଦୁନିଆରେ କେହି ନାହିଁ । କୁକୁର ସବୁଠୁ ବିଶ୍ଵାସୀ ପ୍ରାଣୀ ।ସବୁଦିନେ କୁକରଙ୍କୁ ଖାଇବାକୁ ଦେଲେ ଶତ୍ରୁ ଦୁରେଇ ରହିବ ।

କାଉ:- କାଉ ମାନଙ୍କୁ ପିତୃ ପୁରୁଷଙ୍କ ରୂପ ବୋଲି କୁହାଯାଏ । କାଉଙ୍କୁ ଖାଇବାକୁ ଦେଲେ ପିତୃ ପୁରୁଷ ଖୁସି ହୁଅନ୍ତି । ତେଣୁ କାଉଙ୍କୁ  ଖାଇବାକୁ ଦିଅନ୍ତୁ ।

କଳା ପିମ୍ପୁଡି :-  କଳା ପିମ୍ପୁଡିଙ୍କୁ ଅଟାରେ ଚିନି ଗୋଳେଇ ଖାଇବାକୁ ଦିଅନ୍ତୁ ଆପଣଙ୍କର ସବୁ କଷ୍ଟ ଦୁଃଖ ଦୁରେଇ ଯିବ । ଆପଣଙ୍କ ଦୁଖ ଦୁର୍ଦଶା ଦୂର ହେବ ।

ପଢନ୍ତୁ ;

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

Related posts

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ENO Beuro

ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More