VASTU

ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ପୂଜା କଲେ , କ ‘ ଣ ଲାଭ ମିଳେ ଜାଣନ୍ତୁ ?

ଭଗବାନ ଗଣେଶଙ୍କୁ କେମିତି ପୂଜା କରିବେ

ଭଗବାନ ଗଣେଶ ହେଉଛନ୍ତି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର । କୌଣସି କାମ ଆରମ୍ଭ କରିବା ପୂର୍ବରୁ ସର୍ବ ପ୍ରଥମେ ଆମେ ଭଗବାନ ଗଣେଶଙ୍କ ପୂଜା କରିଥାଉ । ଯଦି ଏହି ପୂଜା ଆମେ ଠିକ୍ ଭାବରେ କରିବା ତେବେ ଆମର ସବୁ କାର୍ଯ୍ୟ ସଫଳ ହେବ । ଯେମିତି ବୁଧବାର ଦିନ ଭଗବାନ ଗଣେଶଙ୍କ ବାର ହେଇ ଥିବାରୁ ଏହି ଦିନ ପୂଜା କଲେ ଗଣେଶ ପ୍ରସନ୍ନ ହୋଇଥାନ୍ତି ।

ସିନ୍ଦୂର ଭଗବାନ ଗଣେଶଙ୍କ ଅତି ପ୍ରିୟ ହୋଇଥାଏ ତେଣୁ ଗଣେଶଙ୍କୁ ସିନ୍ଦୂରର ଲେପ ଦେଇ ପୂଜା କରିବା ଉଚିତ। ଏହା ସହିତ ଗୁଡ ଏବଂ ମହୁର ଭୋଗ ଦେବା ଭଲ ।

ପୂଜା ପାଠ ସରିଲା ପରେ ଭଗବାନ ଗଣେଶଙ୍କ ଏହି ଭୋଗକୁ ଗାଈଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କର ଦରିଦ୍ରତା ଦୂର ହେବ ।

ଭଗବାନ ଗଣେଶଙ୍କୁ ପ୍ରତିଦିନ ପୂଜା କରନ୍ତୁ ଦେଖିବେ ଆପଣଙ୍କ ଉପରେ ସଦେବ ତାଙ୍କର ଆଶୀର୍ବାଦ ରହିବ । ଏହା ଦ୍ଵାରା ଜୀବନରେ ଆପଣ ବହୁତ ଉର୍ନତି କରିବେ ଓ ସଫଳତା ମଧ୍ୟ ପାଇବେ ।

ଗଣେଶଙ୍କ ପ୍ରିୟ ଭୋଗ ହେଲା ଲଡୁ । ତେବେ ପୂଜା କରିବା ପରେ ଭଗବାନ ଗଣେଶଙ୍କୁ ଲଡୁ ଅର୍ପଣ କରନ୍ତୁ । ଦେଖିବେ ଅପଣା ଧନ ଲାଭ ପାଇବେ । କେବେ ବି ଆପଣଙ୍କ ଅସୁବିଧାରେ ରହିବେନି ।

ପଢନ୍ତୁ ;

କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

Related posts

କରନ୍ତୁ ଏହି ଏକାଦଶୀ ବ୍ରତ ,ମିଳିବ ଅନେକପ୍ରକାର ସୁଫଳ

ENO Beuro

ଗୁରୁବାର ଦିନ କରନ୍ତୁ ଏହି ସବୁ କାମ , ହୋଇପାରିବେ ଧନୀ

ENO Beuro

ସପ୍ତାହରେ କେଉଁ ଦିନ ନଖ ଏବଂ କେଶ କାଟିବାକୁ ବାରଣ କରାଯାଏ ,ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment