VASTU

ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା

ହିନ୍ଦୁ ଧର୍ମରେ ଗଙ୍ଗାଜଳର ଅନେକ ମହତ୍ଵ ଅଛି । ଶାସ୍ତ୍ରରେ ଏହାକୁ ବହୁତ ପବିତ୍ର ମାନା ଯାଏ । ଏହାକୁ ବିଶେଷ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ଘରେ ସ୍ୱତନ୍ତ୍ର ସ୍ଥାନରେ ରଖାଯାଏ । ଘରେ ପ୍ରତ୍ୟେକ ପବିତ୍ର କାମରେ ଗଙ୍ଗାଜଳର ବ୍ୟବହାର କରାଯାଏ ।

ଗଙ୍ଗାଜଳକୁ କେମିତି ରଖିବେ :-

  • ଗଙ୍ଗାଜଳକୁ ନେଇ ଲୋକ ଅନେକ ଭୁଲ କରି ଦିଅନ୍ତି ଯାହା ଘର ପାଇଁ କ୍ଷତି ଦାୟକ । ଯେମିତି ଘରେ ଧନର ଅଭାବ ଦେଖାଯିବା ଓ ଦରିଦ୍ରତା ଲାଗି ରହିବା ।
  • ଅଧିକାଂଶ ଲୋକ ଗଙ୍ଗା ଜଳକୁ ପ୍ଲାଷ୍ଟିକ ବୋତଲରେ ରଖନ୍ତି କିମ୍ବା ଏମିତି ଜିଛି ପାତ୍ରରେ ରାଖୀ ଦିଅନ୍ତି । ଏହାକୁ ଅଶୁଭ ମାନଯାଏ ।
  • ଗଙ୍ଗା ଜଳକୁ ସବୁବେଳେ ଚାନ୍ଦି କିମ୍ବା ତମ୍ବା ଭଳି ପାତ୍ରରେ ରଖିବା ଆବଶ୍ୟକ ।
  • ଗଙ୍ଗା ଜଳକୁ ସବୁବେଳେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ । ଏହି କୋଣକୁ ପବିତ୍ର କରି ଗଙ୍ଗା ଜଳ ରଖନ୍ତୁ ।
  • ଘରର ପବିତ୍ର ଜାଗାରେ ହିଁ ଗଙ୍ଗାଜଳକୁ ରଖାଯାଏ । ସବୁ ବେଳେ ସେହି ଜାଗାକୁ ସଫା କରିବାକୁ ମଧ୍ୟ ପଡିବ ।
  • ଗଙ୍ଗାଜଳ ହେଉ କିମ୍ଭା ପବିତ୍ର ନଦୀ ଜଳ ହେଉ ଏହାକୁ ସବୁ ବେଳେ ଘରର ପବିତ୍ର ଜାଗାରେ ରଖିବା ଉଚିତ ।
  • ଏହି ଜଳକୁ କେବେ ବି ଅଇଁଠା ହାତରେ ଧରନ୍ତୁ ନାହିଁ ।

ଘରେ ଗଙ୍ଗାଜଳ ଥିଲେ କରନ୍ତୁ ନାହିଁ ଏହି ସବୁ କାମ , ନଚେତ ହୋଇ ପାରେ ଅସୁବିଧା ganga jala

ପଢନ୍ତୁ ;

ବିଭାହ କଲେ ଅଭିନେତ୍ରୀ ଶ୍ରୀୟା ସରନ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କୁକୁର ଦେଇଥାଏ କେଉଁ ସବୁ ଅଶୁଭ ସଙ୍କେତ ଜାଣନ୍ତୁ ? 

ENO Beuro

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More