VASTU

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

କୁହାଯାଏ କି ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋମବାର ପୂଜା କରାଯାଏ । ସୋମବାର ଭଗବାନ ଶିବଙ୍କ ପୂଜା ପରମ୍ପରା, କେଉଁ କାଳରୁ ହେଇ ଆସୁଛି । କୁହାଯାଏ ଯଦି ସୋମବାର ଦିନ ଦେବ ଦେବ ମହାଦେବଙ୍କ ପୂଜା କରାଯାଏ ତେବେ ଭକ୍ତର ସବୁ ସବୁମନସ୍କାମନା ପୂର୍ଣ୍ଣ ହୋଇଥାଏ ।ପୁରାଣରେ କୁହାଯାଇଛି କି ସୋମବାର ଦିନ ପୂଜା ହେବାର ବିଶେଷ ମହତ୍ତ୍ୱ ରହିଛି ।

ଭଗବାନ ଶିବଙ୍କୁ ସୋମବାର ପୂଜା କଲେ କି ଲାଭ ମିଳେ ଜାଣନ୍ତୁ

  • ପୁରାଣରେ ଅଛି ସୋମବାର ଦିନ ଚନ୍ଦ୍ରଦେବ ଭଗବାନ ଶିବଙ୍କ ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ତେଣୁ ଏହି ପରମ୍ପରା ଅନୁସାରେ ସୋମବାର ଦିନ ଦେବ ଦେବ ମହାଦେବଙ୍କ ପୂଜା କରାଯାଏ ।
  • ପ୍ରତି ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ଵାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନଙ୍କ କୃପା ସଦେବ ଅପଣଙ୍କ ଉପରେ ରହିଥାଏ ।
  • ଭଗବାନ ଶିବ ଲିଙ୍ଗଙ୍କର ଦୁଇ ଭାଗ ରହିଛି । ଗୋଟିଏ ହେଉଛି ଶିବ ଲିଙ୍ଗ, ଯାହା ଶିବଙ୍କ ପ୍ରତୀକ । ଅନ୍ୟଟି ହେଉଛି ଜଳଧାରୀ , ଯାହା ମାତା ପାର୍ବତୀଙ୍କର ପ୍ରତୀକ ମାନାଯାଏ ।
  • ଭକ୍ତ ଜଳଧାରା ରେ ଭଗବାନ ଶିବଙ୍କ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଭକ୍ତଙ୍କ ପାଇଁ ସୋମରେ ଓଁ ଅଛି ବୋଲି ଅନେକ ଜାଗାରେ କୁହନ୍ତି ।
  • ଭଗବାନ ଭୋଳାନାଥଙ୍କ ଓଁର ସ୍ୱରୂପ ବୋଲି କୁହାଯାଏ । ଏହା ଦ୍ଵାରା ଆପଣଙ୍କ ଘରେ କୌଣସି ବି ଅସୁବିଧା ରୁହେ ନାହିଁ ।

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ? god siba

ପଢନ୍ତୁ ;

ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଅଁଳା କେତେ ଉପକାରୀ ଜାଣନ୍ତୁ ?

Related posts

ଆସନ୍ତୁ ଜାଣିବା କାଉର କେଉଁ ସଂକେତକୁ ଶୁଭ ଓ ଅଶୁଭ ସଂକେତ ମନାଯାଏ?

ENO Beuro

ଆପଣ ଜାଣିଛନ୍ତି କି ? କଳା ପିମ୍ପୁଡି ଘରକୁ ଆସିବା ଶୁଭ ମନାଯାଏ ! ଜାଣିରଖନ୍ତୁ ଏହା ସମ୍ପର୍କରେ ବାସ୍ତୁଶାସ୍ତ୍ର କଣ କୁହେ ?

ENO Beuro

ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କାହିଁକି କରାଯାଏନାହିଁ? ଜାଣନ୍ତୁ ଏହାର କାରଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More