VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ ?

ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ପ୍ରତ୍ୟେକ ଚାରାରୋପଣ ନିମନ୍ତେ ନିର୍ଦ୍ଦିଷ୍ଟ ଦିଗ ରହିଛି। ଏହି ନିୟମ ମାନିଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେଉଥିବାର ମତ । ଏହି ବାସ୍ତୁଶାସ୍ତ୍ରକୁ ମାନି ଚାଲିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ମନି-ପ୍ଲାଣ୍ଟ ଗଛକୁ ଉଚିତ୍ ଦିଗରେ ଲଗାଇଲେ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ଉତ୍ତମ ପ୍ରଭାବ ପଡ଼େ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଆସନ୍ତୁ ଜାଣନ୍ତୁ?

ଘରର କେଉଁ ସ୍ଥାନରେ  ମନି-ପ୍ଲାଣ୍ଟ ରଖିବେ ଜାଣନ୍ତୁ

  • ମନି-ପ୍ଲାଣ୍ଟ ଗଛକୁ ଯଦି ଆମେ ଘରର ଉଚିତ ଦିଗରେ ରଖିବା ତେବେ ପାରିବାରିକ ବ୍ୟବସାୟ ଓ ଚାକିରରେ ଉର୍ନ୍ନତି ହୋଇଥାଏ। ଏହା ସହିତ ଘର ସମସ୍ତ ସଦସ୍ୟଙ୍କ ଉପରେ ଉତ୍ତମ ପ୍ରଭାବ ମଧ୍ୟ ପଡିଥାଏ ।
  • ଉତ୍ତର-ପୂର୍ବ ଦିଗରେ କେବେହେଲେ ଏହି ଗଛ ଲଗାଇବେ ନାହିଁ । ନଚେତ୍ ଅଯଥାରେ ହିଁ ଅର୍ଥହାନି ସମସ୍ୟା ଉପୁଜିବ ।
  • ଏହି ଗଛକୁ କାନ୍ଥରେ କିମ୍ବା କୁଣ୍ଡରେ ଲଗାଇବା ଉଚିତ। ସିଧାସଳଖ ମାଟି ଉପରେ ଏହାକୁ ଲଗାଇଲେ ମଧ୍ୟ କୁପ୍ରଭାବ ପଡ଼େ ।
  • ଦକ୍ଷିଣ-ପଶ୍ଚିମ ଦିଗରେ ମନି-ପ୍ଲାଣ୍ଟ ଚାରାରୋପଣ କରିବା ସହ ରୀତିମତ ପାଣି ଦେବା ଭଲ।
  • ମନି-ପ୍ଲାଣ୍ଟ ଗଛ ଯେପରି ଝାଉଁଳି ନଯାଏ ସେଥିପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। ହଳଦୀ ରଙ୍ଗର ପତ୍ରକୁ ଛିଣ୍ଡାଇ ଦେବା ଉଚିତ ।
  • ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଘରେ କିମ୍ବା ଘର ଅଗଣାରେ ଯେ କୌଣସି ଗଛ ଲଗାଇଲେ ସବୁବେଳେ ଧ୍ୟାନ ଦେବା ଉଚିତ ଯେପରି ଗଛ ଝାଉଁଳି ନଯାଏ । ଯଦି ଗଛ ଝାଉଁଳି ଯାଏ ସେପରି ଭାଗ୍ୟ ମଧ୍ୟ ଝାଉଁଳି ଯିବ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ ? money plants

ପଢନ୍ତୁ ;

ପ୍ରେମିକା ଆଗରେ ପ୍ରେମିକଙ୍କ ଆତ୍ମହତ୍ୟା ଘଟଣା : ଜୟଦେବ ବାଟିକାରେ ଫୋରେନସିକ୍ ଟିମର ଅନୁସନ୍ଧାନ

Related posts

ଆପଣ ଜାଣିଛନ୍ତି କି ? କଳା ପିମ୍ପୁଡି ଘରକୁ ଆସିବା ଶୁଭ ମନାଯାଏ ! ଜାଣିରଖନ୍ତୁ ଏହା ସମ୍ପର୍କରେ ବାସ୍ତୁଶାସ୍ତ୍ର କଣ କୁହେ ?

ENO Beuro

ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More