ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି କଥା ଅଛି ଯଦି ଆମେ ମାନିଲେ ଆମ ଜୀବନରେ ଅସୁବିଧା ଲାଗି ରହେ ନାହିଁ । ଏମିତି କି ବାସ୍ତୁଶାସ୍ତ୍ର ଆମ ଜୀବନକୁ ସରଳ ଓ ସମୃଦ୍ଧି କରାଏ । ଯଦି ଆମେ କିଛି ଛୋଟ ଛୋଟ କଥାରେ ଧ୍ୟାନ ଦେବା ତେବେ ଆମ ଜୀବନରେ ସମସ୍ୟା ଦେଖା ଯିବ ନାହିଁ ।

କେଉଁ ସ୍ଥାନରେ ଟଙ୍କା ରଖିବେ ଜାଣନ୍ତୁ :-

  • ନିୟମିତ ଜୀବନରେ ଆମେ ଘରେ କେଉଁ ବି ଜାଗାରେ ଟଙ୍କା ରଖି ଦେଉ । ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଅଟେ ।
  • ଘରର ଆଲମାରୀକୁ ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖି ଆଲମାରୀର ମୁହଁ ଉତ୍ତରକୁ ରଖିବା ତେବେ କୁହାଯାଏ ଧନର ଠାକୁର କୁବେର ପ୍ରସନ୍ନ ହୁଅନ୍ତି ।
  • ଘରେ ଯଦି ପାଣି ଟ୍ୟାପ୍‌ରୁ ପାଣି ଲିକ୍ ହୋଇ ଟିପି ଟିପି ପଡୁଛି ତେବେ ଟ୍ୟାପ୍‌ରୁ ଧୀରେ ଧୀରେ ପାଣି ବୋହିଲା ପରି ଘରେ ଧୀରେ ଧୀରେ ଆର୍ଥିକ ହାନି ଦେଖାଯିବ ।
  • ଘରେ ଥିବା ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନାରୁ ରୋଗ ବ୍ୟାଧି ବଢେ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଏହି ଅଳିଆ ଆବର୍ଜନା ପାଇଁ ମା ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ ତେଣୁ ଶୀଘ୍ର ଅଳିଆ ଆବର୍ଜନାକୁ ସଫା କରି ନିଅନ୍ତୁ ।

ପଢନ୍ତୁ ;

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ଘରର ଆଲମାରୀକୁ ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖି ଆଲମାରୀର ମୁହଁ ଉତ୍ତରକୁ ରଖିବା ତେବେ କୁହାଯାଏ ଧନର ଠାକୁର କୁବେର ପ୍ରସନ୍ନ ହୁଅନ୍ତି - 4.5

90%

ନିୟମିତ ଜୀବନରେ ଆମେ ଘରେ କେଉଁ ବି ଜାଗାରେ ଟଙ୍କା ରଖି ଦେଉ - 4.4

88%
4.5/5

Very Good!

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ସ୍ଥାନରେ ଟଙ୍କା ରଖିଲେ ଆମକୁ କି ଫାଇଦା ମିଳିଥାଏ ଜାଣନ୍ତୁ ?

ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି କଥା ଅଛି ଯଦି ଆମେ ମାନିଲେ ଆମ ଜୀବନରେ ଅସୁବିଧା ଲାଗି ରହେ ନାହିଁ । ଏମିତି କି ବାସ୍ତୁଶାସ୍ତ୍ର ଆମ ଜୀବନକୁ ସରଳ ଓ ସମୃଦ୍ଧି କରାଏ । ଯଦି ଆମେ କିଛି ଛୋଟ ଛୋଟ କଥାରେ ଧ୍ୟାନ ଦେବା ତେବେ ଆମ ଜୀବନରେ ସମସ୍ୟା ଦେଖା ଯିବ ନାହିଁ ।

No Votes Yet

You're not rated yet