• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ
VASTU

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ

ବାସ୍ତୁଶାସ୍ତ୍ର  ଅନୁସାରେ  କେଉଁ ବ୍ୟକ୍ତିକୁ କେତେ ପରିମାଣର ଧନ ମିଳିବ ଏବଂ ତାର ଭାଗ୍ୟ କିପରି ହେବ ଏହି ସବୁ ପ୍ରଶ୍ନର ଉତ୍ତର ତାଙ୍କ ପୂର୍ବ ଜନ୍ମ ସହ ଯୋଡି ହୋଇ ରହିଥାଏ । ମଣିଷର ଯେଉଁ ସବୁ କର୍ମ ପୂର୍ବ ଜନ୍ମରେ ହୋଇଥାଏ, ଠିକ୍ ସେହିପରି ପାରବ୍ଧ ବା ଭାଗ୍ୟ ନୂଆ ଜନ୍ମରେ ହୋଇଥାଏ ।

ବାସ୍ତୁଶାସ୍ତ୍ର  ଅନୁସାରେ  କିନ୍ନରଙ୍କୁ ଦାନ କଲେ ଅକ୍ଷୟ ପୁର୍ଣ୍ଣ ମିଳେ । ସେମାନଙ୍କ ପ୍ରାର୍ଥନା ବ୍ୟକ୍ତିକୁ ସମସ୍ତ ବିପଦରୁ ରକ୍ଷା କରିଥାଏ । ଆପଣ ସର୍ବଦା ଧନବାନ ହେବାକୁ ଚାହୁଁଛନ୍ତି ତେବେ କିନ୍ନର ପାଖରୁ ଏକ ଟଙ୍କା ଫେରାଇ ଆଣନ୍ତୁ।  ଯଦି କିନ୍ନର ନିଜ ସ୍ବଇଚ୍ଛାରେ ଏକ ପଇସା ବା ଟଙ୍କା ଦେଇ ଦିଏ ତ, ତେବେ ତାହାକୁ ଏକ ସବୁଜ ରଙ୍ଗର କପଡାରେ ଗୁଡାଇ ପର୍ସ ବା ଆଲମାରିରେ ରଖନ୍ତୁ ।

ଯେଉଁ ବ୍ୟକ୍ତି ପାଖରେ ଧନର ଅଭାବ ଥାଏ, ସେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ। ଧନପ୍ରାପ୍ତି ପାଇଁ ଲୋକେ ଅନେକ ଉପାୟ କରିଥାନ୍ତି । ସେଥିପାଇଁ ମଧ୍ୟ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ପଡେ ।

ଏପରି କରିବା ଦ୍ବାରା ଅଭାବ ଅନଟନ ଦୂର ହେବା ସହ ଧନପ୍ରାପ୍ତି ହୋଇଥାଏ । ଏହା ସହ ବୁଧବାର ଦିନ କୌଣସି କିନ୍ନରଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦାନ କରନ୍ତୁ । ଏହା ଦ୍ବାରା ବୁଧର ଶୁଭ ପ୍ରଭାବ ପଡିଥାଏ ନିଜ ଉପରେ ଓ ନିଜ ଘର ଉପରେ ।

ବାସ୍ତୁଶାସ୍ତ୍ର ଅନୁସାରେ କିନ୍ନରଙ୍କଠାରୁ ଆଣନ୍ତୁ ଏହି ଗୋଟିଏ ଜିନିଷ kirnar

ପଢନ୍ତୁ ;

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

Related posts

ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

Krishna Kumar Manoj

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

Krishna Kumar Manoj

ହନୁମାନଙ୍କୁ କେଉଁ ସମୟରେ ପୂଜା କରିବା ଅନୁଚିତ୍? ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More