ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ ଜାଣନ୍ତୁ

ଆଜିକାଲି ସମସ୍ତେ ସକାଳୁ ଉଠିବାକୁ ପସନ୍ଦ କରନ୍ତି ନାହିଁ । କିଛି ଲୋକ ଅଛନ୍ତି ସକାଳେ ଶୋଇବାକୁ ଭଲ ପାଆନ୍ତି । କିନ୍ତୁ ସେମାନେ ଜାଣି ନାହାନ୍ତି କି ସକାଳେ ଶୋଇବା ଦ୍ଵାରା ଆମର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ସଲାଳୁ ଉଠି କେଉଁ ସବୁ କାମ କଲେ ଆମ ଭବିଷ୍ୟତ ଉଜ୍ଵଳ ହେବ ଜାଣିବା ।

ଭବିଷ୍ୟତ ଉଜ୍ଵଳ ହେବ କିପରି ଜାଣନ୍ତୁ :-

  • କୌଣସି ବି କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗାଧୋଇକି ସେହି କାମ କରନ୍ତୁ । ଦେଖିବେ ସେହି କାମରେ ଆପଣ ସଫଳତା ପାଇବେ ।
  • ଗାଧୋଇ ସାରିବା ପରେ ଆପଣ ପୂଜା କରନ୍ତୁ । ତା ‘ ପରେ ଆପଣ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଶାନ୍ତି ରହିବ ।
  • ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳୁ ଉଠି ମନ୍ତ୍ରକୁ ଜପ କରିବା ଦ୍ଵାରା ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ । କୁହାଯାଏ କି ଦେବା ଦେବୀଙ୍କ ଆଶୀର୍ବାଦ ସଦେବ ଆପଣଙ୍କ ଉପରେ ରହିଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଆମ ହାତରେ ଆଗ୍ର ଭାଗରେ ମା ଦେବୀ ଲକ୍ଷ୍ମୀ , ମଧ୍ୟମରେ ମା ସରସ୍ଵତୀ  ଏବଂ ହାତର ଆରମ୍ଭରେ ଭଗବାନ ବିଷ୍ଣୁ ବାସ କରନ୍ତି । ତେଣୁ ପ୍ରତିଦିନ ମନ୍ତ୍ର ଜପ କଲାବେଳେ ହାତକୁ ଦେଖି ମନ୍ତ୍ର ଜପ କରନ୍ତୁ ।
  • ପ୍ରତିଦିନ ମନ୍ତ୍ର ଜପ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ ଓ ଅପଣଙ୍କ ଘରେ କିଛି ଅସୁବିଧା ରହି ନ ଥାଏ ।
  • ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରବାକୁ ପଡିଥାଏ । ଯେଉଁ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ ନ କରନ୍ତି ସେମାନଙ୍କ ବୁଦ୍ଧି କମିଯାଏ ବୋଲି ଶାସ୍ତ୍ରରେ କୁହାଯାଇଛି ।

ପଢନ୍ତୁ ;

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳୁ ଉଠି ମନ୍ତ୍ରକୁ ଜପ କରିବା ଦ୍ଵାରା ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ - 90%

90%

ଯେଉଁ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ ନ କରନ୍ତି ସେମାନଙ୍କ ବୁଦ୍ଧି କମିଯାଏ ବୋଲି ଶାସ୍ତ୍ରରେ କୁହାଯାଇଛି - 93%

93%
91.5%

Excellent!

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ ଜାଣନ୍ତୁ

ଆଜିକାଲି ସମସ୍ତେ ସକାଳୁ ଉଠିବାକୁ ପସନ୍ଦ କରନ୍ତି ନାହିଁ । କିଛି ଲୋକ ଅଛନ୍ତି ସକାଳେ ଶୋଇବାକୁ ଭଲ ପାଆନ୍ତି । କିନ୍ତୁ ସେମାନେ ଜାଣି ନାହାନ୍ତି କି ସକାଳେ ଶୋଇବା ଦ୍ଵାରା ଆମର କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ସଲାଳୁ ଉଠି କେଉଁ ସବୁ କାମ କଲେ ଆମ ଭବିଷ୍ୟତ ଉଜ୍ଵଳ ହେବ ଜାଣିବା ।

No Votes Yet

You're not rated yet