VASTU

ବାସ୍ତୁଶାସ୍ତ୍ର ଅନୁସାରେ କୁକୁର ଦେଇଥାଏ କେଉଁ ସବୁ ଅଶୁଭ ସଙ୍କେତ ଜାଣନ୍ତୁ ? 

ଅଧିକାଂଶ ଲୋକେ ଘରେ କୁକୁର ପାଳିବାକୁ ଭଲ ଥାଆନ୍ତି ।  କୁହାଯାଏ,  କୁକୁରର ଷଷ୍ଠ ଇନ୍ଦ୍ରୀୟ ଅଧିକ ସକ୍ରିୟ ଥାଏ । କୌଣସି ଅଶୁଭ ଘଟଣା ଘଟିବା ପୂର୍ବରୁ କୁକୁର ଆଗୁଆ ଜାଣିପାରିଥାଏ ଆଉ କାନ୍ଦିବା ଆରମ୍ଭ କରିଦିଏ । ତେଣୁ କୁକୁର କାନ୍ଦିବା ଅଶୁଭ ବୋଲି ଧରାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ କୁକୁର କାନ୍ଦିବା ଛଡା ଅନ୍ୟ କିଛି ସଙ୍କେତ ରହିଛି ଯାହା ଖରାପ ବୋଲି ଧରାଯାଏ । ଆସନ୍ତୁ ଜାଣିବା ସେ ସଂପର୍କରେ ।

କୁକୁର କେଉଁ ସବୁ ଅଶୁଭ ସଙ୍କେତ ଦେଇଥାଏ ଜାଣନ୍ତୁ :-

  • ବାସ୍ତୁଶାସ୍ତ୍ର ଅନୁସାରେ ଆକାଶ ଆଡକୁ ମୁହଁ କରି କୁକୁର ଭୋକିବାକୁ ଲାଗିଲେ ଏହା ଅଶୁଭ ହୋଇଥାଏ । ଏହା ଆଗାମୀ ଦିନରେ ପାଣିର ଅଭାବ ଦେଖାଯିବର ସଂକେତ ହୋଇଥାଏ ।
  • କୁକୁର ଯଦି ଯୋତା କିମ୍ୱା ଚପଲ ନେଇଯାଏ ତେବେ ସାବଧାନ ହୋଇଯାଆନ୍ତୁ । ଏହା ମଧ୍ୟ ବିପଦର ସଂକେତ । ଏହି ସମୟରେ ଯାତ୍ରା ପାଇଁ ବାହାରକୁ ଯାଉଥିଲେ ଯାତ୍ରା ସ୍ଥଗିତ କରିଦିଅନ୍ତୁ ।
  • ବାସ୍ତୁଶାସ୍ତ୍ର ଅନୁସାରେ କୌଣସି କାମରେ ଯାଉଥିଲେ ଯଦି ବାଟରେ କୁକୁର ଗଡିବାକୁ ଲାଗେ ତେବେ ଜାଣିବେ କାର୍ଯ୍ୟରେ ନିଶ୍ଚିତ ଭାବେ ବାଧା ଉପୁଜିବ ।
  • ଯଦି ଅର୍ଦ୍ଧ ରାତ୍ରିରେ କୁକୁର ଭୋକି ଥାଏ , ତେବେ ଏହା ଅଶୁଭ ସଙ୍କେତ ଦେଇଥାଏ । ଆପଣଙ୍କ ଘର ଉପରେ କିଛି ଅଶୁଭ ପଡିବ ତାହାର ସଙ୍କେତ ଦେଇଥାଏ।

ପଢନ୍ତୁ ;

୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ଶ୍ରୀଦେବୀ ସର୍ବଶ୍ରେଷ୍ଠ ଅଭିନେତ୍ରୀ , ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ !

ENO Beuro

ଆପଣଙ୍କ ବାହାଘର ଭାଙ୍ଗି ଯାଉଛି କି ?ଏହି ୭ଟି ଭୁଲ କରନ୍ତୁ ନାହିଁ

ENO Beuro

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

1 comment

Leave a Comment