ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ ।  କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ । ଦେବା-ଦେବୀ ମାନେ ମଧ୍ୟ ଉଚିତ ନିୟମ ଅନୁଯାୟୀ ବସ୍ତ୍ର ପରିଧାନ କରିଥାନ୍ତ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର କପଡା ପିନ୍ଧିବା ଦ୍ୱାରା ମଣିଷ ଉପରେ କି ପ୍ରଭାବ ପଡିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଏହାର ପ୍ରଭାବ :-

କମଳା : କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ରଙ୍ଗର କପଡାକୁ କୌଣସି ଶୁଭ କାମରେ ପିନ୍ଧନ୍ତୁ ।

ଲାଲ : ଲାଲା ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହାବ୍ୟତୀତ ଏହି ରଙ୍ଗ ଦ୍ୱାରା ସାହାସ, ଇଚ୍ଛା ଶକ୍ତି ଏବଂ ସମୃଦ୍ଧି ବୃଦ୍ଧି ହୁଏ ।

ନୀଳ : ଏହି ରଙ୍ଗ ସାଧାରଣତଃ ଧୈର୍ଯ୍ୟ,ସଚ୍ଚୋଟପଣିଆକୁ ବୁଝାଇଥାଏ । କୌଣସି କାର୍ଯ୍ୟକୁ ଯାଉଥିଲେ ଏହି ରଙ୍ଗର କପଡା ପିନ୍ଧି ଯାଆନ୍ତୁ ।

ହଳଦିଆ : ଏହି ରଙ୍ଗ ସବୁବେଳେ ମନକୁ ଖୁସି ଦେଇଥାଏ ।

ସବୁଜ : ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ । ଏହା ସହିତ ଏହି ରଙ୍ଗ ଖୋଲା ହୃଦୟ ଏବଂ ଦୟାର ପ୍ରତିକ ।

ପଢନ୍ତୁ ;

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ - 92%

92%

ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ - 88%

88%
90%

Very Good!

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ'ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ ।  କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ ।

No Votes Yet

You're not rated yet