• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?
VASTU

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ?

ସାଧରଣ ଆମେ ଡ୍ରେସ କିମ୍ବା ଶାଢୀ କିଣିବା ପାଇଁ ବଜାରକୁ ଯାଇଥାଉ । ସେଠାରେ ଥିବା ବିଭିନ୍ନ ରଙ୍ଗବେରଙ୍ଗର କପଡାକୁ ଦେଖି ଲୋଭେଇ ଯାଇଥାଉ ।  କିନ୍ତୁ ଆପଣମାନେ ଜାଣିଛନ୍ତି କି ପ୍ରତି ରଙ୍ଗକୁ ନେଇ କିଛି ନା କିଛି ମହତ୍ୱ ରହିଛି । ଯାହା ପରମୁହୂର୍ତ୍ତରେ ମଣିଷ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ମଣିଷ କ୍ଷେତ୍ରରେ ନୁହେଁ । ଦେବା-ଦେବୀ ମାନେ ମଧ୍ୟ ଉଚିତ ନିୟମ ଅନୁଯାୟୀ ବସ୍ତ୍ର ପରିଧାନ କରିଥାନ୍ତ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର କପଡା ପିନ୍ଧିବା ଦ୍ୱାରା ମଣିଷ ଉପରେ କି ପ୍ରଭାବ ପଡିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଏହାର ପ୍ରଭାବ :-

dress [object object] ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ କ’ଣ ପ୍ରଭାବ ପଡିଥାଏ ଜାଣନ୍ତୁ ? dress

  • କମଳା : କମଳା ରଙ୍ଗର କପଡାକୁ ଖୁସି କିମ୍ବା ଆତ୍ମ ସମ୍ମାନର ପ୍ରତୀକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ରଙ୍ଗର କପଡାକୁ କୌଣସି ଶୁଭ କାମରେ ପିନ୍ଧନ୍ତୁ।
  • ଲାଲ : ଲାଲା ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହାବ୍ୟତୀତ ଏହି ରଙ୍ଗ ଦ୍ୱାରା ସାହାସ, ଇଚ୍ଛା ଶକ୍ତି ଏବଂ ସମୃଦ୍ଧି ବୃଦ୍ଧି ହୁଏ ।
  • ନୀଳ : ଏହି ରଙ୍ଗ ସାଧାରଣତଃ ଧୈର୍ଯ୍ୟ,ସଚ୍ଚୋଟପଣିଆକୁ ବୁଝାଇଥାଏ । କୌଣସି କାର୍ଯ୍ୟକୁ ଯାଉଥିଲେ ଏହି ରଙ୍ଗର କପଡା ପିନ୍ଧି ଯାଆନ୍ତୁ ।
  • ହଳଦିଆ : ଏହି ରଙ୍ଗ ସବୁବେଳେ ମନକୁ ଖୁସି ଦେଇଥାଏ ।
  • ସବୁଜ : ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ମନ ଭିତରେ ସତେଜତା ଅନୁଭବ ହେବ । ଏହା ସହିତ ଏହି ରଙ୍ଗ ଖୋଲା ହୃଦୟ ଏବଂ ଦୟାର ପ୍ରତିକ ।

ପଢନ୍ତୁ ;

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

Krishna Kumar Manoj

ଆସନ୍ତୁ ଜାଣିବା ମଥାରେ ସିନ୍ଦୂର ଲଗାଇବା ପଛରେ ରହିଥବା ରହସ୍ୟ ସମ୍ପର୍କରେ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More