VASTU

ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ଭଗବାନଙ୍କୁ ପୂଜା କରିବା ସମୟରେ ଆମେ ବିଭିନ୍ନ ଫୁଲ ଅର୍ପଣ କରିଥାଉ । ହେଲେ ଏଥିଲାଗି ଭଗବାନଙ୍କୁ କେଉଁ ଫୁଲ ଚଢ଼ାଯିବା ଉଚିତ ଏବଂ ଏହାର କାରଣ ସଂପର୍କରେ ଚାଣିବା ଉଚିତ । ତେବେ ଆସନ୍ତୁ ଜାଣିବା ଭଗବାନଙ୍କୁ ଆମେ କେଉଁ ସବୁ ଫୁଲ ଅର୍ପଣ କରିବା ଦ୍ଵାରା ଆମକୁ କି ଫାଇଦା ମିଳିଥାଏ ?

ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ

  • ନାଲି ମନ୍ଦାର ଏବଂ ଗୋଲାପ ଫୁଲକୁ ଭଗବାନଙ୍କୁ ଅର୍ପଣ କରିଲେ ମଣିଷକୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତା’ଛଡ଼ା ପାରିବାରିକ ବନ୍ଧନ ବି ଶକ୍ତ ହୋଇଥାଏ । ନାଲି ମନ୍ଦାର ଏବଂ ଗୋଲାପ ଫୁଲ ହେଉଛି ରାଜସିକ ପୁଷ୍ପ ।
  • କେତକୀ ଫୁଲ ହେଉଛି ତାମସିକ ଫୁଲ । ଏହାକୁ ଭଗବାନଙ୍କୁ ଅର୍ପଣ କଲେ ମଣିଷର ସବୁ ଅସୁବିଧା ଦୂର ହୋଇଥାଏ ।
  • ପଦ୍ମ ,ଏବଂ ମଲ୍ଲୀ ହେଉଛି ସାତ୍ତ୍ୱିକ ପୁଷ୍ପ। ଏହାକୁ ଭଗବାନଙ୍କୁ ଅର୍ପଣ କରିଲେ ସମସ୍ତ ନକାରାତ୍ମକ ଶକ୍ତି ଆପଣଙ୍କଠାରୁ ଦୂରେଇ ଯାଆନ୍ତି । ଆଉ ଏହି ନିୟମ ନବରାତ୍ରି ସମୟରେ ପାଳନ କରିଲେ ବିଶେଷ ଲାଭ ମିଳିଥାଏ ।
  • ମନେ ରଖନ୍ତୁ ,କେବେ ବି ପାଖୁଡା ଭାଙ୍ଗି ଯାଇଥିବା ଫୁଲ ଅର୍ପଣ କରାଯିବା ଉଚିତ ନୁହେଁ ।

ପଢନ୍ତୁ ;

କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ଜାଣନ୍ତୁ ?

Related posts

ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା

ENO Beuro

ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ ,ଶୀଘ୍ର ସୁଫଳ ମିଳିବ

ENO Beuro

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

ENO Beuro

1 comment

Leave a Comment